ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି ।

ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , ପୁଣି ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି । ଯେଉଁଥି ପାଇଁ ତାଙ୍କୁ ପୁଣି ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖନୀୟ ଯେ, ନିକଟରେ ଅରମାନ ଜୈନଙ୍କର ହୋଇଥିବା ମେହେନ୍ଦୀ ସେରେମନିରେ ବଲିଉଡ୍‌ର ସମସ୍ତ ବଡ ବଡ଼ ଷ୍ଟାରଙ୍କ ସହ କପୁର ପରିବାରର ସମସ୍ତେ ଉପସ୍ଥିତ ଥିଲେ । କିନ୍ତୁ ରିଷି କପୁର ଓ ନୀତୁ  ସିଂହ ନଜର ଆସୁନଥିଲେ । ରଣବୀର ଓ ଆଲିଆ ଭଟ୍ଟ ବି ଉପସ୍ଥିତ ନଥିଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଏହି ୪ ଜଣ କୁଆଡ଼େ ଉଭାନ୍‌ ହୋଇଯାଇଥ୍ଇଲେ ?

ହେଲେ କେଉଁ କାରଣରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଛି , ଏହି ସୂଚନା ମିଳିପାରିନି । କିନ୍ତୁ କ୍ୟାନସରରୁ ଭଲ ହୋଇ ସେ ମୁମ୍ୱାଇ ଫେରିବା ପରେ  ନିଜର କାମ ଆରମ୍ଭ କରିଦେଇଥିଲେ । ସେ ଗତ ବର୍ଷ ରିଲିଜ୍‌ ହୋଇଥିବା “ ଦ ବଡ଼ି”ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ  ଇମରାନ୍‌ ହାସମୀ ମଧ୍ୟ ଥିଲେ ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

You might also like