• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

OCS EXAM
BIG BREAKING: ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।

This school has 13 toilets for 23 students, but no boundary wall in Odisha’s Mohana
ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ୍‌ରେ ପାଚେରି ନାହିଁ...ହେଲେ ୨୩ ପିଲାଙ୍କୁ ୧୩ ଶୌଚାଳୟ

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।

NCERT
NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳ

ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।

  • Monday, 28 August 2023
  • NCERT
Business Odisha Award 2023
ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩; ଜାଣିବା ଶିକ୍ଷା କ୍ଷେତ୍ରରେ ରହିଛି କାହାର ଦବ୍‌ଦବା

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

  • Friday, 25 August 2023
Board Exam
ଆଗକୁ ଦଶମ-ଦ୍ୱାଦଶରେ ୨ଟି ବୋର୍ଡ ପରୀକ୍ଷା, ଅଧିକ ମାର୍କ ହେବ କାଉଣ୍ଟ

ଏଥିସହ ସେମିଷ୍ଟର ବ୍ୟବସ୍ଥା ବି ନୂଆକରି ଲାଗୁ ହେବ। ତାସହ କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ ଛାତ୍ରଛାତ୍ରୀ ନିଜ ପସନ୍ଦର ଯେ କୌଣସି ବିଷୟ ନେଇ ପାରିବେ ।

  • Thursday, 24 August 2023
Board Exam
ଆଗକୁ ଦଶମ ଓ ଦ୍ବାଦଶରେ ୨ଟି ବୋର୍ଡ ପରୀକ୍ଷା । 

ବର୍ଷକୁ ଆଉ ଥରେ ନୁହେଁ ଦୁଇ ଥର ହେବ ଦଶମ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ।

Education system in a shambles as Panchayat office runs at school premises in Nuapada
ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍‌: ପିଲା ପଢିବେ କେଉଁଠି ?

୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍‌ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି ?

  • Thursday, 24 August 2023
Matric Exam
ଏଣିକି ଦୁଇ ଦୁଇ ଥର ହେବ ବୋର୍ଡ ପରୀକ୍ଷା

ଶ୍ରେଣୀଗୃହରେ ଟେକ୍ସଟ ବୁକ୍‌ ଶେଷ ଚାପ ହ୍ରାସ ପାଇବ । ଟେକ୍ସଟ ବୁକ୍‌କୁ ୨୦୨୪ରୁ ଉନ୍ନତ କରିବାକୁ ଘୋଷଣ ।

Kalahandi University
ୟୁନିଭର୍ସିଟି କ୍ୟାମ୍ପସରେ ଚାପରେ ରହୁଛନ୍ତି ପିଲା ! ଛାତ୍ରଛାତ୍ରୀଙ୍କୁ ଘାରିଛି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୟ 

ସାମାଜିକ କାର୍ଯ୍ୟରେ ଭାଗ ନେଇପାରୁନଥିବା ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଆକଟ ଲାଗି ଘଟୁନି ପିଲାଙ୍କ ବୌଦ୍ଧିକ ବିକାଶ !

plus two exam
ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା

ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।

+2 exam
ମାଟ୍ରିକ୍ ପରେ ପ୍ଲସ୍ ଟୁ

ମାଟ୍ରିକ୍ ପରେ ପ୍ଲସ୍ ଟୁ । ନିର୍ବାଚନୀ ବର୍ଷର ଆରମ୍ଭ ଫେବ୍ରୁଆରୀରେ ହେବ ଦୁଇ ଦୁଇଟି ବୋର୍ଡ ପରୀକ୍ଷା । ୬ ମାସ ଆଗରୁ ଟାଇମଲାଇନ୍ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ, ହେଲେ ଆନ୍ଦୋଳନରତ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ଚେତାବନୀକୁ ନେଇ ବଢୁଛି ଚିନ୍ତା

School Parents Meeting
‘ଅଭିଭାବକ ମିଟିଂ’କୁ ଆସିଲେନି ବାପା ମାଆ, ବର୍ଷାରେ ଛିଡ଼ା ହେଲେ ପିଲା

୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।

Jee Main Marksheet
JEE ମେନ୍ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ନେଇ CBI ତଦନ୍ତ ନିର୍ଦ୍ଦେଶ

୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

competitive exams full forms list
Full Forms List: ସରକାରୀ ଚାକିରି ଖୋଜିବା ପୂର୍ବରୁ ଜାଣିନିଅନ୍ତୁ ଏସବୁର ଫୁଲ୍‌ଫର୍ମ

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

Plus Two Exam
ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା, ଜାନୁଆରୀରେ ପ୍ରାକ୍ଟିକାଲ

ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।

Odisha Secondary teacher association
ରାଜଧାନୀରେ ଗର୍ଜିଲେ ଶିକ୍ଷକ

ପେନସନ ଓ ଚାକିରିରେ ସର୍ତ୍ତାବଳୀ ନେଇ ଆଜିଠାରୁ ତିନି ଦିନ ଯାଏ ଅହୋରାତ୍ର ଧାରଣା ...

Education
ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ଅଧ୍ୟାପକଙ୍କ ପାଠ ପଢାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅନଲାଇନ୍‌ ଫିଡବ୍ୟାକ୍‌ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ

Education
ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।

Education system in a shamble in this Khariar school due to lack of infrastructure
ଏଇ ସ୍କୁଲରେ ପୁଅ, ଝିଅଙ୍କ ପାଇଁ ଗୋଟିଏ ଶୌଚାଳୟ...

୧୪୨ ପିଲାଙ୍କ ଭବିଷ୍ୟତ କେମିତି ଗଢା ଚାଲିଛି ଦେଖନ୍ତୁ.. ପ୍ରାଥମିକ ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖି ଆପଣଙ୍କ ମନରେ ପ୍ରଶ୍ନ ଉଠୁନି କି ଓଡ଼ିଶାର ଭବିଷ୍ୟତ କ’ଣ, ଆଉ ଆମ ଶିକ୍ଷାର ଗତି କୁଆଡ଼େ ?

  • Friday, 11 August 2023
Delhi government
କଠୋର ହେଲେ ଦିଲ୍ଲୀ ସରକାର; ଏଣିକି ସ୍କୁଲରେ ଶିକ୍ଷକ ଓ ପିଲାଙ୍କୁ ମୋବାଇଲ୍‌ ବାରଣ

ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍‌ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍‌ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।

Free textbooks for Class 1 to 8 students of private schools in Odisha
ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

୩୬୨୦ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଏଥିପାଇଁ ବାର୍ଷିକ ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

odisha government schools class room to be change
ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ ଛାତ୍ରଛାତ୍ରୀ...ବଦଳିବ ସରକାରୀ ସ୍କୁଲ୍‌ କ୍ଲାସ୍‌ ରୁମ୍‌

ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍‌ ଶ୍ରେଣୀ ଗୃହର ହେବ ନବକଳେବର। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ କରିବେ ଲେଖାପଢ଼ା।

Aadhaar
ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

Matric Supplementary exam ,
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଫର୍ମଫିଲପ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ପାସ୍‌

ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି ।

Plus 2 Admission Scam
ବାଦ୍ ପଡ଼ିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କଧାରୀ

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ ।