ଜେଇଇ ମେନ୍ରେ ଓଡ଼ିଆ ଛାତ୍ର ପ୍ରଜ୍ଞାନଙ୍କ ସଫଳତା
ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ପ୍ରଥମ ପେପର ରେଜଲ୍ଟ। ଏଥିରେ ଅଲ୍ ଇଣ୍ଡିଆ ରାଙ୍କର ୬୩ ନମ୍ବରରେ ଅଛନ୍ତି ଓଡିଆ ଛାତ୍ର ପ୍ରଜ୍ଞାନ ଚକ୍ରବର୍ତ୍ତି। ଆଗକୁ କମ୍ପୁଟର ସାଇନ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରଜ୍ଞାନ ଏବେ ଜେଇ ଆଡଭାନ୍ସ ଉପରେ ଫୋକସ ରଖିଛନ୍ତି।
ଆହୁରି ପଢ଼ନ୍ତୁ
ନିଜର ସଫଳତା ବିଷୟରେ କହିବାକୁ ଯାଇ ପ୍ରଜ୍ଞାନ କହିଛନ୍ତି, ୨ ବର୍ଷ ନିଜର ପଢା ଉପରେ ପୁରା ଧ୍ୟାନ ରଖିବା ଉଚିତ୍ ଏବଂ ଏହା ସହ କୋଚିଙ୍ଗ୍ କ୍ଲାସ୍ ବ୍ୟତୀତ ନିଜର ସେଲ୍ଫ ଷ୍ଟଡି ଜରୁରୀ ଅଟେ।