ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଜାନୁଆରୀ ୫ ତାରିଖରେ ହେବ। ରାଜ୍ୟର ୭ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ହେବ।

ଏଥିପାଇଁ ସେପ୍ଟେମ୍ବର ୨୩ ରହିଛି ଆବେଦନର ଶେଷ ତାରିଖ। ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଇଚ୍ଛୁକ ଯୋଗ୍ୟ ଛାତ୍ରାଛାତ୍ରୀ ମାନେ ଆବେଦନ କରିପାରିବେ। ଓଡ଼ିଶାର ଯେଉଁ ଅବିଭାବକ ମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍, ସେମାନେ ରାଜ୍ୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ୯୫ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ।

ସେପଟେ ଆସନ୍ତା ଶିକ୍ଷାବର୍ଷ ଠାରୁ ସମ୍ବଲପୁରରେ ଶହେ ସିଟ ବିଶିଷ୍ଟ ସୈନିକ ସ୍କୁଲର ନାମଲେଖା ଓ ପାଠପଢା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାଲି ତଳୁ ମିଳିଲା କଟା ମୁଣ୍ଡ

ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ, ବନ୍ଧା ହେଲେ ଗୁଣିଆ ଦମ୍ପତି

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣା: ଫ୍ୟାକ୍ଟ୍ରି ସିଲ୍‌ କଲା ପୁଲିସ୍‌, ୭ ଅଟକ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୧୦୦ ଅସୁସ୍ଥ

ଉଇ ଖାଇଗଲା ବୃଦ୍ଧାଙ୍କ ୨୦ ହଜାର ଟଙ୍କା

ବିଧାନସଭାରେ ସ୍ମିତାରାଣୀଙ୍କ ମୃତ୍ୟୁ ଝଡ଼; ଅନୁମତି ନ ମିଳିବାରୁ ହଟ୍ଟଗୋଳ

ମଦ ପାଇଁ ବିଧାନସଭା ହୁଲୁସ୍ତୁଲ୍; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ଖୋଲିଲା

ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍

ଦରଦୀ ଚୋର ! ଚୋରି କରି ନେଇଯାଇଥିଲା, ପୁଣି ବସ୍‌ରେ ଫେରାଇଦେଲା

ଏମିତି ଏଟିଏମ୍‌, ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ଖାଦ୍ୟ

ଭୂତ ଛଡାଇବା ନାଁରେ ନିସ୍ତୁକ ପିଟିଲେ, ଚପଲ ଖୁଆଇଲେ

You might also like