ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍‌ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍‌ ସି ଲେଭେଲ୍‌ ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକ୍‌ନିସିଆନ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି।

ଇଚ୍ଛୁକ ପ୍ରାର୍ଥୀମାନେ ୨୦୧୯, ଡିସେମ୍ବର ୧ ସୁଦ୍ଧା ଆବେଦନ କରିପାରିବେ।

ଗ୍ରୁପ୍‌ ସି ଲେଭେଲ୍‌ ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକ୍‌ନିସିଆନ୍‌ ପାଇଁ ୨୧ଟି ପଦବୀ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ ସହ ଆଇଟିଆଇ ଓ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ। ଏହାସହ ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବଶ୍ୟକ ଅନ୍ୟ ସାର୍ଟିଫିକେଟ୍‌ ମଧ୍ୟ ଦେବାକୁ ପଡ଼ିବ। ଯାହା ଏହାର ଅଫିସିଆଲ୍‌ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ବୟସ ସୀମା: ଯେଉଁ ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସ ଅତିକମ୍‌ରେ ୧୮ରୁ ୨୫ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ସରକାରଙ୍କ ନିୟମ ଅନୁସାରେ SC/ ST /OBC/PWD/ PH ଆବେଦନକାରୀଙ୍କ ବୟସ ସୀମା  କୋହଳ ରହିଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ…

୨୦୧୯, ନଭେମ୍ବର ୨ରୁ ଆପ୍ଲିକେସନ୍‌ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ଆପ୍ଲିକେସନ୍‌ ଦାଖଲର ଶେଷ ତାରିଖ: ୨୦୧୯, ଡିସେମ୍ବର ୧

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ www. rrcer.com

ଆହୁରି ପଢ଼ନ୍ତୁ

ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

କୋରାପୁଟରେ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା

ଓଟିଇଟିର ପିଛା ଛାଡୁନି ବିବାଦ

ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୦: ପ୍ରକାଶ ପାଇଲା ପ୍ରଶ୍ନପତ୍ର ନମୁନା

ଜାନୁଆରୀ ୫ରେ ହେବ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ; ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟ

ଯୁକ୍ତ ୨ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୭୫% ରହିବା ଉପରେ ଗୁରତ୍ୱ

ଆଜିଠୁ ଯୁକ୍ତ ୩ ସ୍ପଟ୍‌ ଆଡମିସନ

ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’

+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

OPSCରେ ବିଭ୍ରାଟ ! ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ସାଂଘାତିକ ତ୍ରୁଟି

୧୦୦୦ ଶିକ୍ଷକଙ୍କୁ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ” ପ୍ରଦାନ

You might also like