ଆଜିଠୁ ଯୁକ୍ତ ୩ ସ୍ପଟ୍‌ ଆଡମିସନ

ଭୁବନେଶ୍ୱର :  ପ୍ଲସ୍‌ ଥ୍ରୀ କଲେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ଗୁଡ଼ିକ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ପଟ ଆଡମିସନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ।

୧୮ ତାରିଖରେ କଲେଜ ଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନଲାଇନରେ ଆଡମିସନ ଫି ଡିପୋଜିଟ କରିବେ।  ୨୩ ତାରିଖରେ ନାମଲେଖା ହେବ ।

ଆସନ୍ତା ୨୪ତାରିଖରୁ ପାଠପଢା ଆରମ୍ଭ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନାମଲେଖା ହୋଇଥିବା ବେଳେ ଅନେକ କଲେଜରେ ସିଟ୍ ଖାଲିପଡ଼ିଛି। ଏଗୁଡ଼ିକ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।

ଆହୁରି ପଢ଼ନ୍ତୁ

ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ…

ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨

ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

ରାସ୍ତାରେ ତାର ବାଡ଼ ଯୋଗୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ୨ କିମି ଚାଲିଲେ ଗର୍ଭବତୀ

ପିଉସୀଙ୍କୁ ପିଟି ମାରିଦେଲା ପୁତୁରା!

You might also like