OJEE ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୧୨ ଏବଂ ୧୩ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଆସନ୍ତା ୧୨ ତାରିଖରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବେ। ସେହିପରି ୧୩ ତାରିଖ ପରୀକ୍ଷା ଛାତ୍ରଛାତ୍ରୀ କମ୍ପ୍ୟୁଟରରେ ଦେବେ। ୧୨ରେ ପ୍ରଥମ ସିଟିଂରେ  ବି. ଫାର୍ମ,ବି. ଟେକ୍, ବିଏସ୍‌ସି, ଲାଟେରାଲ ଏଣ୍ଟ୍ରି ବି. ଫାର୍ମା ଓ ଡି ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ବି. ଟେକ୍ ଲାଟେରାଲ ଏଣ୍ଟ୍ରି ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୧୩ରେ ପ୍ରଥମ ସିଟିଂରେ ଏମ୍‌ବିଏ, ଏମ୍‌. ଟେକ୍‌, ମାଷ୍ଟର ଇନ୍ ଆର୍କିଟେକ୍ଟ, ଏମ୍‌ସିଏ, ଏବଂ ଲାଟେରାଲ ଏମ୍‌ସିଏ ଲାଗି ପ୍ରବେଶିକା ପରୀକ୍ଷା  ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ଏମ୍‌. ଫାର୍ମା ଏବଂ ଏମ୍. ପ୍ଲାନ୍‌ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୦୧୯ ଓଜେଇଇ ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀମାନେ ସେମାନଙ୍କ ଆଡମିଟ୍ କାର୍ଡ ojee.nic.in ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।

ଆହୁରି ପଢ଼ନ୍ତୁ

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଚାଲିଛି ଉଚ୍ଛେଦ

ଘାଟିରେ ପୋଲରୁ ଖସିଲା ବସ୍ , ୩୦ ଯାତ୍ରୀ ଗୁରୁତର

ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠିତ

ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ

୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

ବିଦ୍ୟୁତ୍‌ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର

ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍ !

ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

You might also like