ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୦: ପ୍ରକାଶ ପାଇଲା ପ୍ରଶ୍ନପତ୍ର ନମୁନା

ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦: ନିକଟରେ ସିବିଏସ୍‌ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମୁନା ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ସେମାନେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଇ ପ୍ରଶ୍ନପତ୍ର ନମୁନା ଡାଉନ୍‌ଲୋଡ୍‌ କରିପାରିବେ।

ଏହି ପ୍ରଶ୍ନପତ୍ର ନମୁନା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରାକ୍ଟିସ୍‌ କରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ। ଖାଲି ଏତିକି ନୁହେଁ ସିବିଏସ୍‌ଇ ସବୁ ବିଷୟ ପାଇଁ ମାର୍କିଂ ସ୍କିମ୍‌ ମଧ୍ୟ ପ୍ରକାଶ କରିଛି। ସୂଚନା ଥାଉ କି, ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହୋଇପାରେ।

ଜାଣନ୍ତୁ କେମିତି ଡାଉନ୍‌ଲୋଡ୍‌ କରିବେ ପ୍ରଶ୍ନପତ୍ର ନମୁନା: 

୧. ପ୍ରଥମେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଆନ୍ତୁ

୨. ନୋଟିଫିକେସନ୍‌ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ହୋମ୍‌ପେଜ୍‌ରେ ଆପଣଙ୍କୁ Sample Question Paper(ପ୍ରଶ୍ନପତ୍ର ନମୁନା) ୧୦ମ ଓ ଦ୍ୱାଦଶ ପାଇଁ ଆସିବ। ଏହାପରେ ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷକୁ ଯାଇ ପିଡିଏଫ୍‌ ପାଇଲ୍‌ରେ ଫର୍ମାଟ୍‌ରେ ଥିବା ପ୍ରଶ୍ନପତ୍ର ନମୁନାକୁ ଡାଉନ୍‌ଲୋଡ୍‌ କରିପାରିବେ।

ଏତଦ୍‌ବ୍ୟତୀତ ଆପଣ ତଳେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରି ମଧ୍ୟ ପ୍ରଶ୍ନପତ୍ର ନମୁନା ପାଇପାରିବେ।

CBSE Class 10 Board Exam Sample Question Paper

CBSE Class 12 Board Exam Sample Question Paper

ଆହୁରି ପଢ଼ନ୍ତୁ

ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ୍ ଇଙ୍ଗଲିସ୍

ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

ଏଣିକି ଖରାଛୁଟିରେ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ

‘ୟୁଟ୍ୟୁବର ଭିଡିଓ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି ’

ପ୍ରକାଶ ପାଇଲା OAS ରେଜଲ୍ଟ ; ଦେବାଶିଷ ପଣ୍ଡା ଟପ୍ପର

ସ୍ୱର୍ଣ୍ଣ ପଦକ ପାଇଲେ ମହାରଥୀଙ୍କ ଝିଅ

ଜୁନିଅର୍‌ ଇଞ୍ଜିନିୟରଙ୍କ ପାଇଁ ଚାକିରି ଅଫର୍‌, ଦରମା ୧ ଲକ୍ଷ ୫୦ ହଜାର

ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦେବାକୁ ପଡ଼ିବନି ଫିସ୍‌

CBSE, ICSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ତାରିଖ ଘୋଷଣା

You might also like