ଯୁକ୍ତ ୨ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୭୫% ରହିବା ଉପରେ ଗୁରତ୍ୱ

ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୭୫ ପ୍ରତିଶତ ରହିବା ଉପରେ ଗୁରତ୍ୱ ଦିଆଯିବା ସହ ପ୍ରଥମ ବର୍ଷର କୋର୍ସ ଫାଇନାଲ ପରୀକ୍ଷାରେ ସାମିଲ କରିବାକୁ CHSEର ଏକାଡେମିକ୍ କାଉନସିଲକୁ ଏକ ପ୍ରସ୍ତାବ ଦିଆଯାଇଛି।

CHSE ଅଧିକାରୀଙ୍କ ସହ ସମୀକ୍ଷା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ମନରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏଭଳି ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

You might also like