ମାଟ୍ରିକ ଖାତା ଦେଖା ସରିଲା : ଫଳାଫଳକୁ ଅପେକ୍ଷା

ଭୁବନେଶ୍ୱର : ସରିଲା ମାଟ୍ରିକ୍ ଖାତା ଦେଖା। ପୁନଃ ଯାଞ୍ଚ ପରେ ଖୁବ୍‌ ଶୀଘ୍ର ଫଳାଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ ସଭାପତିଙ୍କ ସୂଚନା। ଗତ ମାର୍ଚ୍ଚ ୨୦ ତାରିଖରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୬ଲକ୍ଷ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

You might also like