ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ରେଜଲ୍ଟ। ଚଳିତବର୍ଷ ପାସ୍‌ ହାର ୮୩.୪ ପ୍ରତିଶତ ରହିଛି। ସିବିଏସଇ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟର ଫଳାଫଳ ୱେବ୍‌ସାଇଟରେ ଉପଲବଧ ହେଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌ରୁ ଫଳାଫଳ ଦେଖିପାରିବେ।  ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

ଛାତ୍ରୀଙ୍କ ପାସ୍‌ ହାର ୮୮.୭୦ ପ୍ରତିଶତ ଥିବା ବେଳେ ୭୯.୪ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଚଳିତବର୍ଷ ତ୍ରିଭେନ୍ଦ୍ରମ ରିଜିୟନର ୯୮.୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ହଂସିକା ଶୁକ୍ଳା ଓ କରିଶ୍ମା ଆରୋରା ୪୯୯ ମାର୍କ ରଖି ଟପ୍ପର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଚାଲିଛି ଉଚ୍ଛେଦ

ଘାଟିରେ ପୋଲରୁ ଖସିଲା ବସ୍ , ୩୦ ଯାତ୍ରୀ ଗୁରୁତର

ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠିତ

ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ

୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

ବିଦ୍ୟୁତ୍‌ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର

ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍ !

ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

You might also like