ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’

ଭୁବନେଶ୍ୱର : ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି। ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି’ରେ ବୃଦ୍ଧି କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ପୂର୍ବରୁ SC/ST ଛାତ୍ରଛାତ୍ରୀ ପରୀକ୍ଷା ଫି’ ୫୦ ଟଙ୍କା ଥିବା ବେଳେ ଏହା ଏବେ ୧୨ଶହ ଟଙ୍କା ହୋଇଛି।

ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ଦେବେ। ମାଇଗ୍ରେସନ୍ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ। ତେବେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ।

ଆହୁରି ପଢ଼ନ୍ତୁ

ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢ଼ୀ

ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ଖୋଲାଗଲା ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍

ଖୋଲିଲା ବାଲିମେଳା ଡ୍ୟାମର  ଦୁଇଟି ଗେଟ୍

ତାଳଚେର ବିଧାୟକଙ୍କ ବାସଭବନରେ ଅଗ୍ନିକାଣ୍ଡ

ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତି ସଙ୍ଗୀନ, ଜଳକା ଫୁଲୁଛି

ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ଏନ୍ଆଇଟି ପ୍ରଫେସର ଆତ୍ମହତ୍ୟା ଘଟଣା; ତଦନ୍ତ କରୁଛି ପୋଲିସ୍

You might also like