ବଲାଙ୍ଗିରର ଆଶୁତୋଷ ପଣ୍ଡା ନିଟ୍‌ରେ ଓଡ଼ିଶା ଟପ୍ପର

ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍‌ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍‌ରେ ଅଛନ୍ତି।

ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍‌ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯୧ ରାଙ୍କ୍‌ରେ ଅଛନ୍ତିା

ଓଡ଼ିଶାର ୩୨ ହଜାର ୩୭୮ ଜଣ ପିଲା NEET ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୨୪୪ ପିଲା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟରେ ପାସ୍‌ ହାର ୫୯.୪୪ ପ୍ରତିଶତ ରହିଛି।

ଗତକାଲି NEET ରେଜଲ୍ଟ ପ୍ରକାଶିତ ହୋଇଥିଲା। ରାଜସ୍ଥାନ ଛାତ୍ର ନଳିନୀ ଖଣ୍ଡେଲୱାଲ୍‌ ସର୍ବଭାରତୀୟ ଟପ୍ପର ହୋଇଥିବା ବେଳେ  ଦିଲ୍ଲୀର ଭାବିକ ବଂଶଲ ୨ୟ ଓ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ୩ୟ ଟପ୍ପର ହୋଇଛନ୍ତି। ଛାତ୍ରୀଙ୍କ ମଧ୍ୟରେ  ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଟପ୍ପର ହୋଇଛନ୍ତି। ଶ୍ରେଷ୍ଠ ୧୦୦ ମଧ୍ୟରେ ୨୦ ଜଣ ଛାତ୍ରୀ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦହାରଣ ରଚିଲେ କମଳଲୋଚନ

You might also like