ଆଜିଠୁ ଅନ୍‌ଲାଇନ୍‌ରେ OJEE ଆବେଦନ

ଭୁବନେଶ୍ୱର: OJEE ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। OJEE ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହାର ୱେବ୍‌ସାଇଟ୍‌ ojee.nic.in କୁ ଯାଇ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ରହିଛି। ଆବେଦନ କରିଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ରୁ ଇଣ୍ଟରନେଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ହେବ।

You might also like