ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।

ଦରମା: ମାସିକ ୧୯, ୯୦୦ ଟଙ୍କା।

ନିଯୁକ୍ତି ସ୍ଥାନ: ନାଗପୁର

ଶିକ୍ଷାଗତ ଯୋଗ୍ୟତା: ମାନ୍ୟତା ପ୍ରାପ୍ତ କରିଥିବା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର

ଜରୁରୀ ସୂଚନା: ବୈଧ (ଭାଲିଡ୍) ଡ୍ରାଇଭିଂ ଲାଇସେନ୍ସ ଓ ତିନିବର୍ଷର ଦକ୍ଷତା ସହ ମୋଟର ମେକାନିଜିମ୍ ଉପରେ ଧାରଣା ଥିବା ଆବଶ୍ୟକ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ

You might also like