ଫେରିବ ପାସ୍-ଫେଲ୍ ! ପଞ୍ଚମ ଓ ଅଷ୍ଟମରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା

ଭୁବନେଶ୍ୱର : ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏ ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ ପିଲାଙ୍କୁ ପୁଣି ଥରେ ପରୀକ୍ଷା ପାଇଁ ସୁଯୋଗ ଦେବା ଏବଂ ଅଷ୍ଟମରେ ଉତ୍ତୀର୍ଣ୍ଣ ନହେଲେ ଆଉ ଥରେ ସେହି ଶ୍ରେଣୀରେ ପଢିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଚିନ୍ତା କରାଯାଉଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ବୁଧବାର କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ପାଟକୁରାରେ କାହାର ହେବ ଜିତ୍ : ଆସନ୍ତାକାଲି ଆସିବ ଫଇସଲା

କ୍ରସର ୟୁନିଟ୍ ଉପରେ ଏସ୍‌ଟିଏଫ୍‌ର ରେଡ୍

ଏମିତି ଆମ ଡାକ୍ତରଖାନା: କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀଙ୍କ ପାଇଁ ବେଡ୍‌ ନାହିଁ

ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଧାରଣା

ବୁଲେଇନେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ; ଅଭିଯୁକ୍ତ ଗିରଫ

ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍‌

ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ଲଘୁଚାପ ହେଲେ ୨୫, ୨୬ରେ ପ୍ରବଳ ବର୍ଷିବ

ଆଶ୍ରୟ ଗୃହରେ ନାବାଳିକା ଯୌନ ନିର୍ଯାତନା ଘଟଣା: ଜେଲ ଗଲେ ନିର୍ଦ୍ଦେଶକ

You might also like