• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Loot
ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ।

  • Sunday, 31 March 2024
  • Loot
 Husband Wife Dispute
ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଲା ୫୦ ହଜାର ଟଙ୍କାର ସୁପାରୀ; ହ୍ୱାଟ୍ସଆପ୍‌ରେ ରଖିଲା ଷ୍ଟାଟସ୍‌...

ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବାକୁ ପଛାଇଲା ନାହିଁ ସ୍ତ୍ରୀ । ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ । ହ୍ୱାଟ୍ସଆପ୍‌ରେ ରଖିଲା ଷ୍ଟାଟସ୍‌...

OTV Fake Post
ଓଟିଭି ଲୋଗୋ ଥିବା ଫେକ୍ ପୋଷ୍ଟ; ଏଭଳି ଫେକ୍ ଖବରକୁ ବିଶ୍ୱାସ କରନ୍ତୁନି

ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ।

Crime
ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

Gold Smuggling
କାରରେ ନେଉଥିଲେ ୯ କେଜି ସୁନା, ମଙ୍ଗୁଳିରେ ପଡ଼ିଲା ଧରା

ଲକ୍ଷେ କି କୋଟିଏ ନୁହଁ । ୬ କୋଟିରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ ବେଳେ ମାଡ଼ି ବସିଛି ଡିରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ।

Forest department
ଡୁକୁରା ରେଞ୍ଜରେ ସମ୍ବର ମାଂସ ଜବତ,୯ ଶିକାରୀ ଗିରଫ...

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟରଣ୍ୟ ଡୁକୁରା ରେଞ୍ଜରେ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ଟାଇଗର ରିଜର୍ଭ ଅଧିକାରୀ । ଶିକାରୀଙ୍କ ଠାରୁ ଜବତ ହୋଇଛି ୩୦ କେଜି ସମ୍ବର ମାଂସ । 

Airport Baggage Carousel
ରିଲ୍ସ କରିବା ପାଇଁ ବିମାନବନ୍ଦରରେ ଯୁବତୀଙ୍କ ବିପଜ୍ଜନକ କାଣ୍ତ; ଦେଖିଲେ ହେବେ ଚକିତ...

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ କିଛି ବି କରୁଛନ୍ତି । ରିଲ୍ସ କରିବା ପାଇଁ ବିନା ଡର ଓ ଭୟରେ କୌଣସି ବି ସ୍ଥାନରେ ଭିଡ଼ିଓ ତିଆରି କରୁଛନ୍ତି । ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ । 

Taliban
ମହିଳାଙ୍କ ପରକୀୟା ପ୍ରୀତି ପାଇଁ ଦଣ୍ତ ଘୋଷଣା କଲା ତାଲିବାନ, ସର୍ବସମ୍ମୁଖରେ ପଥରରେ ଛେଚି କରିବ ହତ୍ୟା

ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।

Cafe Blast
ରାମେଶ୍ୱରମ କାଫେ ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଧରାଇଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।

Loot
ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍; ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ସୁନାଗହଣା

ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି।

  • Friday, 29 March 2024
  • Loot
Techie turned thief
କୋଭିଡ୍‌ରେ ଚାଲିଗଲା ଚାକିରି, ପାଲଟିଗଲେ ଲାପଟପ୍‌ ଚୋର

ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍‌ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।

Mukhtar Ansari
ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ

ଗତ ୧୩ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।

  • Thursday, 28 March 2024
CISF Jawan Death
ଏୟାରପୋର୍ଟରେ ଡ୍ୟୁଟି କରୁଥିଲେ, ହଠାତ୍ ନିଜକୁ ଗୁଳି ମାରିଦେଲେ

ତେଲେଙ୍ଗାନାର ୨୫ ବର୍ଷୀୟ ଯବାନ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Dera Chief
ଡେରା ମୁଖ୍ୟ ତାରସେମ ସିଂହ କିଏ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା

ବାବା ତାରସେମ ସିଂ ଏକ ଚେୟାରରେ ବସିଥିବା ଦେଖାଯାଉଛନ୍ତି । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

  • Thursday, 28 March 2024
Odisha Youtuber Arrest
ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି।

ganeshamoorthy
ଅଭାବନୀୟ ଘଟଣା: ମିଳିଲାନି ଟିକେଟ୍‌, ଜୀବନ ହାରିଲେ ସାଂସଦ...

ପରଲୋକରେ ଏମ୍‌ଡିଏମ୍‌କେ ସାଂସଦ । ଟିକେଟ ନ ମିଳିବାକୁ ତିନି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି ତାଙ୍କର ମୃତ୍ୟୁ ହୋଇଛି ।

Beat Grandmother
Watch: ନିଷ୍ଠୁର ନାତୁଣୀ ବୋହୂ: ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼...

ନୃଶଂସ ନାତିର ଅକଥନୀୟ ନିର୍ଯାତନା । ନିଷ୍ଠୁର ଭାବେ ମାଡ଼ ମାରିଲା ନାତୁଣୀ ବୋହୂ । ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼ ମାରିଛନ୍ତି । 

Fakenote
ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ; ୨ ଗିରଫ

ଏମାନେ ଦୀର୍ଘଦିନ ହେବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ। ପୋଲିସ ସେମାନଙ୍କ ଠାରୁ ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଛି, ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ।

Commissionerate Police
କମିଶନରେଟ୍ ପୋଲିସକୁ ସଫଳତା; ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୨ହାର୍ଡକୋର କ୍ରିମିନାଲ

୨ ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ୱର ସୋରର ତପଧର ନାୟକ।

crime-branch
ଶସ୍ତାରେ କାର୍ ଓ ଆଇଫୋନ ଦେବାକୁ କହି ଫସିଲା ନକଲି କ୍ରାଇମବ୍ରାଞ୍ଚ ଅଫିସର

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।

Naxals
ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ, ଛତିଶଗଡ଼ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।

Two Held for Firing at Tantrik's Son
କାମ କଲାନି ତନ୍ତ୍ରମନ୍ତ୍ର...ସନ୍ତାନ ନହେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଲେ

ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

  • Wednesday, 27 March 2024
  • Firing
Bomb Blast
ଗୁଜବକୁ ବିଶ୍ୱାସ କରନ୍ତୁନି, ପୋଲିସକୁ ସହଯୋଗ କରନ୍ତୁ: ଜିଲ୍ଲାପାଳ

ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।

KBN Gang
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ... ଯାହାକୁ ଦେଖିଲେ, ତାକୁ ହାଣିଲେ

ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍‌ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ।

Bomb Blast
ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି।