• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona-state
ରାଜ୍ୟରେ କରୋନା ହାଲ୍: ଚିହ୍ନଟ ହେଲେ ୨୪୫, ଆଖି ବୁଜିଲେ ୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୪୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୦୪। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021
corona-1111
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୦ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୧

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ  ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯୬ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଗତକାଲି କରୋନାରେ କାହାରି ମୃତ୍ୟୁ ଘଟି ନ ଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ଏ ନେଇ  ସୂଚନା ଦେଇଛି […]

  • Tuesday, 13 July 2021
corona
ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ କରୋନା ଯୋଦ୍ଧା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ଟି କ୍ୱାରେଣ୍ଟିନ୍‌ କେସ୍‌, ୩ଜଣ କରୋନା ଯୋଦ୍ଧା ଓ ୨ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଗାଡ଼କଣ ମହିମା ନଗରର ଗୋଟିଏ ପରିବାରରୁ ୨ଟି ଲୋକାଲ୍ କେସ୍ ରହିଛି। ଚିହ୍ନଟ ଉଭୟ ଜଣେ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ସଂପର୍କୀୟ। ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, […]

  • Tuesday, 13 July 2021
keral
ଆଜି ରାଜ୍ୟରେ କରୋନା ମୃତ୍ୟୁ ଶୂନ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ହାର କିଛି ଦିନ କମିବା ପରେ ପୁଣି ଆଜି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୨୮ ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  ଏମାନଙ୍କ ମଧ୍ୟରୁ ୧୩୩ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯୮ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ […]

coronavirus latest news odisha
୧୮ ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୭୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୪ ଜଣ Corona ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ […]

covid19.JPG-1
ରାଜ୍ୟରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯୮ ଚିହ୍ନଟ, ୨ ମୃତ

ଭୁବନେଶ୍ୱର:ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ଅର୍ଥାତ୍‌ ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୩ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ […]

  • Tuesday, 13 July 2021
corona-1111
ଆଜି ବି କରୋନା ଗ୍ରାଫ ତଳମୁହାଁ; ଚିହ୍ନଟ ୧୮୩ ଓ ମୃତ ୨

ଭୁବନେଶ୍ୱର: ରାଜ୍ୟରେ ଆଜି ବି  ୨୦୦ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟିନରୁ ଏବଂ ୭୭ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ ମଧ୍ୟ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି। […]

  • Tuesday, 13 July 2021
corona
ପୁରୀରେ ଓକିଲ ଓ ମୋହରିରଙ୍କୁ କରୋନା

ପୁରୀ: ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରିର ଅଛନ୍ତି। ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆଲ୍‌ କୋର୍ଟ, କଲେକ୍ଟୋରେଟ୍‌, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଏସ୍‌ଆର୍‌ଙ୍କ ଅଫିସରେ ତାଲା ପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ଜାରି ରହିବ ବୋଲି […]

  • Tuesday, 13 July 2021
corona
ଚୋରକୁ ଧରିଲା ପୁଲିସ୍‌‌, କ୍ୱାରେଣ୍ଟିନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ: ରାଜ୍ୟରେ ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଛି। ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ପଜିଟିଭ ଆସିବା ପରେ ପୁରୀ ଜିଲ୍ଲାର ୨ଟି ଥାନାର ୧୮ଜଣ ପୁଲିସ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧ଜଣ, ଗଡ଼ିଶାଗୋଦା ଥାନାର ୭ଜଣ […]

  • Tuesday, 13 July 2021
birtain-strain
୮ ଜିଲ୍ଲାରୁ ଚିହ୍ନଟ ହେଲେନି କେହି କରୋନା ରୋଗୀ, ଦିନକରେ ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୫୧ ଜଣ କରୋନା ପଜିଟିଭ। ୨୨ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୩ ଲୋକାଲ କେସ ଥିବା ଜଣାଯାଇଛି।   ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪ […]

  • Tuesday, 13 July 2021
res-ant
ନାଲି ପିମ୍ପୁଡ଼ି ଚଟଣିରେ ହେବ କରୋନା ଚିକିତ୍ସା !

କଟକ: କରୋନକୁ ସଂକ୍ରମଣକୁ ନେଇ ଭୟ ଥମିନି। ଯଦିଓ ସଂକ୍ରମଣ ହାର କମିଛି ତେବେ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଏପରି ପରିସ୍ଥିତିରେ କରୋନାର ନୂଆ ଷ୍ଟ୍ରେନ୍‌ ଏହି ଭୟକୁ ଆହୁରି ବଢାଇ ଦେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ଦେଶରେ ବ୍ୟବହାର କରାଯାଇ ନାହିଁ। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ଏବେ କରୋନା ଚିକିତ୍ସାକୁ ନେଇ ନୂଆ ଆଶା ଦେଖା ଦେଇଛି। ଓଡ଼ିଶା-ଛତିଶଗଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଖାଉଥିବା ନାଲି […]

  • Tuesday, 13 July 2021
fizer
ଫାଇଜର ଭାକ୍ସିନକୁ ମିଳିଲା WHOର ଅନୁମତି

ନୂଆଦିଲ୍ଲୀ: ଫାଇଜର-ବାୟୋଟେକ୍‌ ପ୍ରସ୍ତୁତ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିଛି । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମତି ମିଳିଛି। ଫାଇଜର ଟିକାର ମାନ, ନିରାପତ୍ତା ଓ କେତେ ମାତ୍ରାରେ ଫଳପ୍ରଦ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ WHO ପକ୍ଷରୁ ଏପରି ଘୋଷଣା କରାଯାଇଛି । ତେବେ ଫାଇଜର ଟିକାକୁ ରଖିବା ପାଇଁ ମାଇନସ ୬୦ରୁ ୯୦ ଡିଗ୍ରୀ ମଧ୍ୟରେ […]

  • Tuesday, 13 July 2021
corona-0000
ରାଜ୍ୟରେ କରୋନା ସ୍ଥିତି: ଆଖି ବୁଜିଲେ ୨, ଚିହ୍ନଟ ହେଲେ ୩୧୫

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୫ କରୋନା ପଜିଟିଭ। ୨୭ ଜିଲ୍ଲାରୁ ଏହି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୪ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ […]

  • Tuesday, 13 July 2021
coronavirus
ଆଜି ଭୁବନେଶ୍ୱରରୁ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା […]

new strain
ଭାରତରେ କରୋନା ନୂଆ ଷ୍ଟ୍ରେନ; ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନାର ପ୍ରଭାବ କମୁଥିବାବେଳେ ସେପଟେ  କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ତାର ପାଦ ଭାରତରେ ରଖୁଛି। ବ୍ରିଟେନ୍‌ରୁ ଫେରିଥିବା ୨୦ ଯାତ୍ରୀଙ୍କ ପାଖରେ ବର୍ତ୍ତମାନ କରୋନା ନୂଆ ଷ୍ଟ୍ରେନ ମିଳିବା ପରେ ଚିନ୍ତା ବଢିଯାଇଛି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା । ଏବେ ଆଉ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସୂଚନାଥାଉ […]

  • Tuesday, 13 July 2021
ganjam lockdown
ଓଡ଼ିଶାର ଏହି ଜିଲ୍ଲା ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା: ବସ୍, କାର, ଅଟୋ ଚଳାଚଳ ବନ୍ଦ

ଗଞ୍ଜାମ: ଆଜିଠୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍ କଟକଣା ଆହୁରି କଡ଼ାକଡ଼ି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। କିନ୍ତୁ ବସ୍, କାର, ଅଟୋ ଚଳାଚଳ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଦିନ ୧୨ଟା ପରେ କେହି ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଶନିବାର ଓ ରବିବାର ପୂର୍ବ […]

corona
ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଚିହ୍ନଟ ହେଲେ ୩୦୫ ରୋଗୀ, ଆଖି ବୁଜିଲେ ୩

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଗତ ୨ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୩୦୦ ତଳେ ଥିବାବେଳେ ଆଜି ୩୦୦ ଟପିଛି। ଆଜି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍‌ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ଆଜି ରାଜ୍ୟରୁ […]

  • Tuesday, 13 July 2021
Untitled-1
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୩ କରୋନା ରୋଗୀ, ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ଆଜି ମଧ୍ୟ ୩୦୦ ତଳକୁ ଖସିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ତେବେ ଗତକାଲିଠାରୁ ଆଜି ଚିହ୍ନଟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଆଜି ୨୬୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୧ ରୋଗୀ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବାବେଳେ ଲୋକାଲ କଣ୍ଟାକ୍ଟ ୧୧୨ ଅଛନ୍ତି। ସେହିପରି ଆଜି ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ସୁନ୍ଦରଗଡର ସର୍ବାଧିକ ୩୨ ଜଣ କରୋନା  […]

  • Tuesday, 13 July 2021
corona vaxin
୨୦୨୧ ପ୍ରଥମାର୍ଦ୍ଧରେ ବିଶ୍ୱବ୍ୟାପୀ ଦେଖାଦେବ ଟିକା ସଙ୍କଟ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।  ଟିକାକରଣ ପାଇଁ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଗତକାଲିଠାରୁ  ଦୁଇ ଦିନିଆ ଡ୍ରାଏ ରନ ଆରମ୍ଭ କରାଯାଇଛି। ଟିକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରାଯିବା ସହ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା  ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯାଉଛି। ସମସ୍ତ ବ୍ୟବସ୍ଥା ସରିଲେ ଆରମ୍ଭ ହେବ ଟିକାକରଣ। ଟିକାକରଣ ଆରମ୍ଭ ହେଲେ ଟିକା କିଏ ପାଇବେ, କାହାକୁ ମିଳିବ ନାହିଁ […]

  • Tuesday, 13 July 2021
covid
କଡ଼ାକଡ଼ି ହେବ କୋଭିଡ କଟକଣା: କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ:  ଜାନୁଆରୀ ମାସ ପାଇଁ କୋଭି଼ଡ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୨୫ରେ ଜାରି ହୋଇଥିବା ଗାଇଡଲାଇନକୁ  ଜାନୁଆରୀ ୩୧ ଯାଏଁ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ଗାଇଡଲାଇନ୍ ପାଳନ ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଛି। ଏଥିରେ କୋଭିଡ୍ ନେଇ ଥିବା ଏସଓପି ପାଳନ କରିବା ଲାଗି କେନ୍ଦ୍ର କଡ଼ା ନିର୍ଦ୍ଦେଶ ରହିଛି। ଏପରିକି କଣ୍ଟେନ୍‌ମେଣ୍ଟ ଜୋନରେ ଲଗା  ନାଇଟ୍ କର୍ଫ୍ୟୁ ମଧ୍ୟ ଲଗାଯାଇ ପାରିବ ବୋଲି […]

  • Tuesday, 13 July 2021
corona
କୋଭିଡ ଭାକ୍ସିନକୁ ନେଇ ପ୍ରସ୍ତୁତି ଜୋରଦାର; ୪ ରାଜ୍ୟରେ ଆଜିଠୁ ଡ୍ରାଏ ରନ୍‌

ନୂଆଦିଲ୍ଲୀ:  କେମିତି ଭାରତରେ ହେବ ଟିକାକରଣ ? ଟିକା ଆସିବା ପରେ କେମିତି ବଣ୍ଟାଯିବ ? ଏନେଇ ଆଜି ହେବାକୁ ଯାଉଛି କରୋନା ଭ୍ୟାକସିନ୍ ଟିକାକରଣର ଡ୍ରାଏ ରନ୍ (Dry Run) । ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏହାର ଟ୍ରାଏଲ କରାଯିବ।  ମୁଖ୍ୟତଃ ଟିକା ଆସିବା ପରେ ଏହାର ସଂରକ୍ଷଣ, ବଣ୍ଟନକୁ ଗୁରୁତ୍ୱ ଦିଆଯିବ। କରୋନା ସଙ୍କଟ ସମୟରେ ଭାକ୍ସିନକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି। ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଏ ନେଇ […]

  • Tuesday, 13 July 2021
corona
ରାଜ୍ୟରେ ୨୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫ ମାସର ଶିଶୁ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୬ ଏବଂ ଲୋକାଲ କଣ୍ଟାକ୍ଟ ୯୮ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେହିପରି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୋଳରେ ସର୍ବାଧିକ ୩୬ ଜଣ କରୋନା ରୋଗୀ […]

  • Tuesday, 13 July 2021
who
WHO ମୁଖ୍ୟଙ୍କ ଚେତାବନୀ: କରୋନା ଶେଷ ମହାମାରୀ ନୁହେଁ....

ଜେନେଭା: କରୋନା ମହାମାରୀ କବ୍‌ଜାରେ ସାରା ବିଶ୍ୱ। ସାରା ବିଶ୍ୱରୁ  ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନା। କରୋନା ନିୟନ୍ତ୍ରଣ ପାଇଁ ଭାକ୍ସିନ ବାହାରିଥିଲେ ବି ତାହା କେତେ ପରିମାଣରେ ଏହାକୁ ରୋକିବାରେ ସଫଳ ହେବ ତାହା ଏ ପର୍ଯ୍ୟନ୍ତ ଅନୁମାନ କରି ହେଉନାହିଁ। ଏପରି ପରିସ୍ଥିତିରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମୁଖ୍ୟ ଟେଡ୍ରୋସ୍‌ ଅଧନୋମ ଘେବ୍ରେୟେସସ୍‌ କରୋନାକୁ ଏମିତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, […]

covid
କରୋନା ନୂଆ ଷ୍ଟ୍ରେନର ଭୟାବହତାକୁ ନେଇ ଏମିତି କହିଲେ ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ:  ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଭୂତାଣୁ ମ୍ୟୁଟେସନ ସତ୍ତ୍ୱେ ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ  ବୋଲି କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ଟିକା ଗୁଡିକ ଜରୁରୀକାଳୀନ ଅନୁମୋଦନ ପାଇଛି ସେଗୁଡିକ ମଧ୍ୟ ବ୍ରିଟେନରୁ […]

  • Tuesday, 13 July 2021
corona updates
ଚିହ୍ନଟ ହେଲେ ୩୩୪ କରୋନା ରୋଗୀ, ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ଚିହ୍ନଟ ହୋଇଛନ୍ତି ୩୩୪ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରେ ଥିଲେ ୧୯୪ ଏବଂ ଲୋକାଲ କେସ ୧୪୦। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ […]

  • Tuesday, 13 July 2021