• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid 19
୭ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଖୁବଶୀଘ୍ର କୋଭିଡ୍‌ ଟିକା

କୋଭୋଭ୍ୟାକ୍ସ ଟିକାକୁ ନେଇ ସୁପାରିଶ କଲା DCGIର ବୈଷୟିକ ବିଶେଷଜ୍ଞ କମିଟି । ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ୭ ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବା ନେଇ ସୁପାରିଶ ।

CORONA
୧୩ ହଜାର ଟପିଲା ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣ

କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

COVID-19 Testing
ଦେଶରେ ଦୈନିକ କରୋନା ପଜିଟିଭ ୧୩ ହଜାର ନିକଟତର

କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍‌ ସରିଲା ତୃତୀୟ ପରୀକ୍ଷଣ। 

CORONA
ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ

ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

Niranjan Mishra
ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Covid Cases May Rise Again In Odisha, Says Health Dept
ଓଡ଼ିଶାରେ ପୁଣି ବଢ଼ିଲା କରୋନା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କ ସୂଚନା । କହିଲେ ସତର୍କ ହୁଅ, ମାସ୍କ ପିନ୍ଧ...

India Daily Covid Cases At 12,213, Cross 10,000 For 1st Time Since Late-Feb
ଦେଶରେ କାୟା ମେଲାଉଛି କରୋନା; ୧୨ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାର ଟପିଥିବା ସୂଚନା...

corona Update
ପୁଣି ଡରାଇଲାଣି କରୋନା, ଚତୁର୍ଥ ଲହର ସଙ୍କେତ ନୁହେଁ ତ ?

ଦୈନିକ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଚତୁର୍ଥ ଲହରର ପଦଧ୍ୱନୀ ନୁହେଁ ତ ?

Covid 19
ଦେଶକୁ ଆସୁଛି କି କରୋନାର ନୂଆ ଲହର?

ଦେଶରେ ଆସିବ କି କୋଭିଡ୍‌ର ନୂଆ ଲହର ? କାରଣ ପୁଣି ଫଁ ଦେଖାଇଲାଣି ଅଦୃଶ୍ୟ ଭୂତାଣୁ । ଖେଳାଇଲାଣି ଆତଙ୍କ, ଗିଳିଲାଣି ଜୀବନ । ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଛନ୍ତି ୭ ହଜାର ୫୮୪ ନୂଆ ଆକ୍ରାନ୍ତ ।

Covid 19
ଦେଶରେ ପୁଣି ଫେରୁଛି କରୋନାର ନୂଆ ଲହର !

ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଥିବା ପରିଲକ୍ଷିତ ହୋଇଛି । ଗତକାଲି ୩୧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ତତ୍ପର ହୋଇଛନ୍ତି ଓଡ଼ିଶା ସରକାର ।

COVID-19 Testing
ବଢ଼ୁଛି ସଂକ୍ରମଣ, ପୁଣି ଥରେ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ସରକାର ତତ୍ପର । ଟେଷ୍ଟିଂ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ସିଡିଏମ୍ଓଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।

Warning After Huge Increase In Covid Cases
କରୋନା ମାଡୁଛି: ସବୁ ରାଜ୍ୟକୁ ଚେତାଇ ଦେଲା କେନ୍ଦ୍ର, 4T ଉପରେ ଗୁରୁତ୍ୱ

ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି

Corona
ପୁଣି ଡରେଇଲାଣି ମହାମାରୀ କରୋନା

ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।

Corona
ଦେଶରେ ସକ୍ରିୟ ହେଉଛି ମହାମାରୀ ! ଦିନକରେ ୭ ହଜାରରୁ ଅଧିକ ସଂକ୍ରମିତ, ୮ ମୃତ

ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।

India Reports 7,240 New Covid Cases, Nearly 40% Jump For 2nd Straight Day
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ; ୭ ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା...୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ ପଜିଟିଭ୍ ଚିହ୍ନଟ..

Mask
ପୁଣି ଡରାଇଲାଣି କରୋନା ! ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା DGCA

ମାସ୍କ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ନିଷ୍ପତ୍ତି ।

Covid 19
ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୪,୫୧୮ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।

Coronavirus LIVE Updates: India Logs 4,270 Covid Cases, 15 Related Deaths
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍, ବଢ଼ିଲା ଚିନ୍ତା

ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି । 

Coronavirus LIVE Updates: India Logs 4,270 Covid Cases, 15 Related Deaths
ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪ ହଜାର ୨୭୦ ଆକ୍ରାନ୍ତଙ୍କ ସହ ୩୪ ଦିନ ପରେ ୧ ପ୍ରତିଶତ ପାର୍ କଲା ଡେଲି ପଜିଟିଭିଟି ରେଟ୍...ମହାରାଷ୍ଟ୍ର ଓ କେରଳକୁ ମିଶାଇ ୫ ରାଜ୍ୟରେ କ୍ଲଷ୍ଟର୍ ସର୍ଭେଲାନ୍ସକୁ ଜୋର୍ଦାର କରିବାକୁ କେନ୍ଦ୍ରର ଚିଠି...

sonia
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍

ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଲେ ସୋନିଆ

Delhi Covid 19 Cases
ମୁମ୍ବାଇରେ ଉପରମୁହାଁ କୋଭିଡ୍‌ ଗ୍ରାଫ୍‌, ଦିନକରେ ସଂଖ୍ୟା ୭ ଶହ ପାର..

ପୁଣିଥରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହାମାରୀ କରୋନା ତା’ର କାୟାବିସ୍ତାର କରିବା ଆରମ୍ଭ କରିଛି। ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି ।

Maharashtra Reports First Cases Of New Omicron Sub-Variants
ମହାରାଷ୍ଟ୍ରରେ ପ୍ରଥମ ଓମିକ୍ରନ୍‌ ସବ୍‌ ଭାରିଏଣ୍ଟ ଚିହ୍ନଟ

ଓମିକ୍ରନ୍‌ର ପ୍ରଥମ ସବ୍‌ ଭାରିଏଣ୍ଟ ଚିହ୍ନଟ । ମହାରାଷ୍ଟ୍ରରେ ୭ ଜଣଙ୍କ ଠାରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା...

Covid death figures of Odisha
କୋଭିଡ୍‌ ମୃତ୍ୟୁକୁ ନେଇ ମିଛ କହିଥିଲେ କି ରାଜ୍ୟ ସରକାର?

MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।