୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନାରୁ ସୁସ୍ଥ ହେଲେ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୭୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସୂଚନାକୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୯୬୫୧୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌  କରି ସୂଚନା ଦେଇଛି।

ଭଦ୍ରକରୁ ୧୯, ଝାରସୁଗୁଡ଼ାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡ଼ରୁ ୧୧, ଗଜପତିରୁ ୫ ଓ ଷ୍ଟେଟ୍‌ ପୁଲରୁ ୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
You might also like