ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର। ଯାଜପୁର, ବ୍ୟାସନଗର ଓ ଚଣ୍ଡିଖୋଲ ସଟ୍‌ଡାଉନ ହେଉଛି ବୋଲି ଏକ ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଛି।  ପୁଣିଥରେ କହି ରଖୁଛୁ ଏହା ଏକ ଗୁଜବ ବା ମିଛ ଖବର। ଏଭଳି ତଥ୍ୟ ସମ୍ବଳିତ କୌଣସି ଖବର ଓଟିଭି କେବେ ପ୍ରସାରଣ କରିନାହିଁ।

ଓଟିଭିରେ ପ୍ରସାରିତ ଏକ ପୁରୁଣା ଖବର ଗ୍ରାଫିକ୍ସ ପ୍ଲେଟ୍‌କୁ ଏବେ ପ୍ରଚାର କରାଯାଉଛି। ଏହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ଏବଂ ଆପଣଙ୍କ ମୋବାଇଲ୍‌କୁ ଏଭଳି ମିଛ ଖବର ଆସିଲେ, ତାହାକୁ ଫର୍‌ୱାର୍ଡ କରନ୍ତୁ ନାହିଁ। ଜାଣି ରଖନ୍ତୁ, ବର୍ତ୍ତମାନ ମହାମାରୀ ସମୟରେ ଗୁଜବ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

You might also like