ସୁସ୍ଥ ହେଲେ ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦, ନୂଆପଡ଼ା-୧୮୯, କଟକ- ୧୮୩, ବରଗଡ଼- ୧୪୮, କେନ୍ଦ୍ରାପଡ଼ା- ୧୩୬, ଅନୁଗୁଳ- ୧୨୩, ଯାଜପୁର- ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁର ଜିଲ୍ଲାରୁ ୧୦୫, ଷ୍ଟେଟ୍ ପୁଲ୍ ଓ ମୟୂରଭଞ୍ଜରୁ ୧୦୦ ଲେଖାଏଁ, ବଲାଙ୍ଗିର- ୮୯, କେନ୍ଦୁଝର- ୭୯, ନବରଙ୍ଗପୁର- ୭୩, ସୁନ୍ଦରଗଡ଼- ୭୧, ମାଲକାନଗିରି- ୭୦, ଢେଙ୍କାନାଳ- ୬୯, ବାଲେଶ୍ୱର- ୬୭ ସୁସ୍ଥ ହୋଇଛନ୍ତି।

ଆହୁରି ପଢନ୍ତୁ: ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ

ସେହିପରି ଜଗତସିଂହପୁର- ୫୮, କନ୍ଧମାଳ- ୪୮, ସୁବର୍ଣ୍ଣପୁର- ୪୭, ରାୟଗଡ଼ା- ୪୬, ପୁରୀ- ୪୩
ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଲେଖାଏଁ, କୋରାପୁଟରୁ ୩୫, ନୟାଗଡ଼- ୩୦, ଗଞ୍ଜାମ- ୨୩, ଦେବଗଡ଼ରୁ ୨୦, ବୌଦ୍ଧ ଓ ଗଜପତି ଜିଲ୍ଲାରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like