୧୯ ଟଙ୍କା ପ୍ଲାନ୍‌ରେ ମିଳୁଛି ଡାଟା, ଅନ୍ ଲିମିଟେଡ କଲିଂ

ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍‌ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍‌ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ  ନିଜ ପସନ୍ଦର ପ୍ଲାନ୍‌ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି ଯେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଯିବେ କେଉଁଟା ନେବେ। ତେବେ ଆମେ ଏଠାରେ ଆପଣଙ୍କୁ ଭୋଡାଫୋନ ଆଇଡିଆର ସବୁଠାରୁ ଶସ୍ତା ୫ଟି ପ୍ରିପେଡ  ଅଫର ବିଷୟରେ କହିବୁ। ଶୁଣି ଆଶ୍ଚର୍ଯ୍ୟ ହେବେ ଏହାର ଦାମ୍‌ ୧୯ଟଙ୍କାରୁ ଆରମ୍ଭ ହୋଇ ୨୬୯ ପର୍ଯ୍ୟନ୍ତ ରହିଛି। ଏହାର ଭାଲିଡିଟି ୨ ଦିନରୁ ୫୬ ଦନ ପର୍ଯ୍ୟନ୍ତ ରହିଛି।

୧୯ ଟଙ୍କାର ପ୍ରିପେଡ୍‌ ପ୍ଲାନ୍

ଭୋଡାଫୋନର ସବୁଠାରୁ ଶସ୍ତା ପ୍ଲାନର ଦାମ ରହିଛି ୧୯ ଟଙ୍କା। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨ ଦିନର ଭାଲିଡିଟି ମିଳିବ। ଏଥିସହିତ 200MB ଡାଟା ଏବଂ ଅନଲିମିଟେଡ୍‌ କଲିଂ ସୁବିଧା ମଧ୍ୟ ରହିବ। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍‌ସ୍କ୍ରିବ୍‌ସନ ମଧ୍ୟ ମିଳିବ।

୧୨୯ ଟଙ୍କାର ପ୍ରିପେଡ ପ୍ଲାନ

୧୨୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ଦେଉଛି ୧୪ ଦିନର ଭାଲିଡିଟି ଏବଂ ଅନ୍‌ଲିମିଟେଡ୍‌ କଲିଂ ସୁବିଧା। ଏଥିସହିତ ରହିଛି 2GB ଡାଟା ଏବଂ ୩୦୦ ଏସଏମ୍‌ଏସ୍‌ ସୁବିଧା। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍‌ସ୍କ୍ରିବ୍‌ସନ ମଧ୍ୟ ମିଳିବ।

୧୪୯ ଟଙ୍କାର ପ୍ରିପେଡ ପ୍ଲାନ

୧୪୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ଦେଉଛି ୨୮ ଦିନର ଭାଲିଡିଟି । ଏହି ପ୍ଲାନ୍‌ରେ ମିଳିବ ଅନ୍‌ଲିମିଟେଡ୍‌ କଲିଂ ସୁବିଧା, 2GB ଡାଟା ଏବଂ ୩୦୦ ଏସଏମ୍‌ଏସ୍‌ ସୁବିଧା। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍‌ସ୍କ୍ରିବ୍‌ସନ ମଧ୍ୟ ମିଳିବ।

୧୯୯ ଟଙ୍କାର ପ୍ରିପେଡ ପ୍ଲାନ

୧୯୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ୨୧ ଦିନର ଭାଲିଡିଟି ଦେଉଛି। ଯେଉଁମାନେ ବେଶି ଡାଟା ୟୁଜ୍‌ କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ଭଲ ହେବ। ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ସହ ପ୍ରତିଦିନ  1 GB ଡାଟା ଏବଂ 100 ଏସଏମ୍‌ଏସ୍‌ ସୁବିଧା ଦେଉଛି କମ୍ପାନୀ । ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍‌ସ୍କ୍ରିବ୍‌ସନ ମଧ୍ୟ ମିଳିବ। 

୨୬୯ ଟଙ୍କାର ପ୍ରିପେଡ ପ୍ଲାନ

ଏହି  ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ୫୬ ଦିନର ଭାଲିଡିଟି ଦେଉଛି। ଅନ୍ୟ ପ୍ଲାନ ପରି ଏଥିରେ ମଧ୍ୟ ଅନ୍‌ଲିମିଟେଡ କଲ୍‌ ସୁବିଧା ରହିଛି। ଏଥିସହିତ ୬ଜିବି ଡାଟା ଏବଂ ୬୦୦ ଏସଏମ୍‌ଏସ ମଧ୍ୟ ମିଳିବ।  ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍‌ସ୍କ୍ରିବ୍‌ସନ ମଧ୍ୟ ମିଳିବ। 

ଆହୁରି ପଢ଼ନ୍ତୁ

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

You might also like