ଶସ୍ତା ହେଲା Samsungର ଏହି ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ ହେଲା- Galaxy M20 ଓ Galaxy M30।

Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍‌ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି ୬ଜିବି, ୧୨୮ଜିବି ୱାରେଣ୍ଟିର ମୂଲ୍ୟ ୧୬ ହଜାର ୯୯୦ରେ ରହିଛି। ପୂର୍ବରୁ ଏହାର ମୂଲ୍ୟ ୧୭ ହଜାର ୯୯୦ ଥିଲା।

ସେହିପରି Galaxy M20ର ୩ଜିବି, ୩୨ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୯ ହଜାର ୯୯୦ଟଙ୍କା ରହିଛି। ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ୧୧ ହଜାର ୯୯୦ରେ ମିଳୁଛି। ପୂର୍ବରୁ ଏହାର ମୂଲ୍ୟ ୧୨ ହଜାର ୯୯୦ ଥିଲା।

ଏହି ୨ଟି ସ୍ମାର୍ଟଫୋନ୍‌ ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ ଓ ଆମାଜନ୍‌ରେ ମିଳୁଛି।

ଆହୁରି ପଢ଼ନ୍ତୁ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

୬ ହଜାର ଟଙ୍କା ଶସ୍ତା ହେଲା OnePlusର ଏହି ସ୍ମାର୍ଟଫୋନ

Airtelର ସବୁଠୁ ଶସ୍ତା ପ୍ଲାନ ! ପାଆନ୍ତୁ ଅନଲିମିଟେଡ କଲ, ଡାଟା ମଧ୍ୟ ପାଇ ପାରିବେ

ଗ୍ରାହକଙ୍କ ପାଇଁ ଜିଓ ଆଣିଲା ସୁବର୍ଣ୍ଣ ସୁଯୋଗ: ଅନ୍ୟ ମୋବାଇଲରେ ରିଚାର୍ଜ କରି କମାନ୍ତୁ ଟଙ୍କା

ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଓଡିଶାରେ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ

You might also like