ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ନୂଆଦିଲ୍ଲୀ: ଫେଷ୍ଟିଭ୍‌ ସିଜନ୍‌ରେ ମୋବାଇଲ୍‌ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍‌ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍‌ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍‌ ସୁବିଧା ଆଣିଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍‌ କମ୍ପାନୀ ହେଲା ବିଏସ୍‌ଏନ୍‌ଏଲ୍‌।

ଆସନ୍ତୁ ଜାଣିବା ବିଏସ୍‌ଏନ୍‌ଏଲ୍‌ର ଏହି ଅଫର ବିଷୟରେ….

ଏଠାରେ ଆମେ କହି ରଖୁଛୁ ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ କେବଳ ଲ୍ୟାଣ୍ଡ୍‌ଲଇନ୍‌ ଓ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକଙ୍କ ପାଇଁ। ଏହି ଅଫର କେବଳ ୨୭ ଅକ୍ଟୋବର ଓ ୨୮ ଅକ୍ଟୋବର ପାଇଁ ରହିଛି। ଯାହାର ଅବଧି ଆଜି(୨୮ ଅକ୍ଟୋବର) ସରିବ।

ଏହି ଅଫରରେ ଗ୍ରାହକମାନେ ଦେଶର ବିଭିନ୍ନ ସ୍ଥାନକୁ ଲ୍ୟାଣ୍ଡ୍‌ଲଇନ୍‌ ଓ ବ୍ରଡ୍‌ବ୍ୟାଣ୍ଡ୍‌ ମାଧ୍ୟମରେ ମାଗଣାରେ କଲ୍‌ କରି ଏହାର ଫାଇଦା ଉଠାଇ ପାରିବେ।

ଆହୁରି ପଢ଼ନ୍ତୁ

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଚାଇନାରେ ୫ଜି

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

କମୁଛି ଗାଡ଼ି ବିକ୍ରି; ଅଫର ଦେଲେ ବି ଲୋକ ନେଉ ନାହାନ୍ତି

ଏବେ ଏହି ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବନି

କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

You might also like