ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ସ୍କୁଟର

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ସାମିଲ ହୋଇଛି ମେଡ ଇନ୍‌ ଇଣ୍ଡିଆ ଗାଡ଼ି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରାଙ୍କ ସୂଚନା ଅନୁଯାୟୀ, ଭାରତ ନିର୍ମିତ Peugeot Motorcycles (PMTC) ସ୍କୁଟର ଫ୍ରାନ୍ସ  ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ମଧ୍ୟରେ ସାମିଲ ହୋଇଥିବା ପ୍ରଥମ ଇ-ସ୍କୁଟର ଅଟେ।

ଏହି ଇଲେକ୍ଟ୍ରିକ ସ୍କୁଟରକୁ ଭାରତ ଫ୍ରାନ୍ସ ରପ୍ତାନୀ କରାଯାଇଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବ୍‌ସିଡାରୀ ଜାନୁଆରୀ ୨୦୧୫ରେ ଏହି ଗାଡ଼ିର ୫୧ ପ୍ରତିଶତ ଷ୍ଟକ୍‌ କିଣିଥିଲା। ଏବେ କମ୍ପାନୀ ୧୧୦ କୋଟି ନିବେଶ କରିବ ବୋଲି ଘୋଷଣା କରିଛି।

ମଧ୍ୟପ୍ରଦେଶର ପୀଥମପୁର ମହିନ୍ଦ୍ରା ପ୍ଲାଣ୍ଟରେ ଏହି ଇ-ସ୍କୁଟର ନିର୍ମାଣ କରାଯାଉଛି। ଏଥିରେ 3kWର ଇଲେକ୍ଟ୍ରିକ୍‌ ବ୍ୟାଟେରୀ ଲାଗିଛି।  ସ୍କୁଟରର ଓଜନ ୮୫ କିଲୋ। ଘଣ୍ଟା ପ୍ରତି ୪୫ କିମି ବେଗରେ ଯିବାର କ୍ଷମତା ଏହି ଗାଡ଼ିର ରହିଛି। ଏଥିରେ ଲିଥିୟମ ଆୟନ ବ୍ୟାଟେରୀ ଲାଗିଛି ଏବଂ ଏହା ମିଭେବୁଲ୍‌  ମଧ୍ୟ। ଏହାକୁ ଗାଡ଼ିରୁ ଅଲଗା କରି ଚାର୍ଜ କରାଯାଇ ପାରିବ। ଚାର୍ଜ କରିବାକୁ ଲାଗିବ ମାତ୍ର ୩ ଘଣ୍ଟା। ଥରେ ଚାର୍ଜ କଲେ ଗାଡ଼ି ୫୦ କିମି ପର୍ଯ୍ୟନ୍ତ ଚାଲିବ।

 

ଆହୁରି ପଢ଼ନ୍ତୁ

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

You might also like