ଜାଣନ୍ତୁ କେବେଠୁ ଭାରତୀୟ ବଜାରରେ ମିଳିବ Oppo K3 ଫୋନ୍‌

ନୂଆଦିଲ୍ଲୀ: Oppo ଏହାର ନୂଆ ସ୍ମାର୍ଟ ଫୋନ୍‌ Oppo K3 ଭାରତରେ ଲଞ୍ଚ୍‌ କରି ସାରିଛି।  ଜୁଲାଇ ୨୩ରୁ ଭାରତୀୟ ବଜାରରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ଫାଷ୍ଟ୍‌ ଚାର୍ଜିଂ ପାଇଁ ଏହି ସ୍ମାର୍ଟ ଫୋନ୍‌ରେ VOOC 3.0 ସପୋର୍ଟ ରହିଛି।

ଭାରତରେ Oppo ର ଏହି ନୂଆ ସ୍ମାର୍ଟ ଫୋନ୍‌ର ଦାମ୍‌ ୧୬ ହଜାର ୯୯୦ଟଙ୍କା ରହିଛି। ଏହି ଦାମ୍‌ରେ ଆପଣ ୬ GB RAM, ୬୪ GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ ସହ ଆହୁରି ଅନେକ ସୁବିଧା ପାଇ ପାରିବେ। ଆମାଜନ୍‌ରେ ଏହି ଫୋନ୍‌ ଅନ୍‌ଲାଇନ୍‌ରେ ବିକ୍ରି ହେବ ବୋଲି ଜଣାପଡ଼ିଛି। ଖାଲି ଏତିକି ନୁହେଁ ଲଞ୍ଚ୍‌ ଅଫର ମଧ୍ୟ ରହିଛି।

ସୂଚନାଥାଉ କି, ଚଳିତ ବର୍ଷ ଚୀନ୍‌ରେ Oppo ଏହି ଫୋନ୍‌ ଲଞ୍ଚ୍‌ କରିଥିଲା।

Oppo K3ର ଫିଚର୍‌…

  • ଡୁଆଲ୍‌- ସିମ୍‌ (ନାନୋ) Oppo K3 Android 9 Pieରେ ଚାଲୁଛି
  • ୬.୫ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି+ (୧୦୮୦x୨୩୪୦ pixels) AMOLED display
  • ଫୋନ୍‌ରେ 4G LTE, Wi-Fi, Bluetooth, GPS/ A-GPS ଓ USBର ବ୍ୟବସ୍ଥା ମଧ୍ୟ ରହିଛି।

ଏସବୁକୁ ଫିଚର୍‌ ଛାଡ଼ି ଦେଲେ ମଧ୍ୟ ଆହୁରି ଅନେକ ଲାଟେଷ୍ଟ୍‌ ଫିଚର ରହିଛି ଯେପରିକି  ଅଲ୍‌ଟ୍ରା କ୍ଲିଅର୍‌ ନାଇଟ୍‌ ଭିୟୁ 2.0 ଫିଚର୍‌, ସେଲ୍‌ଫି କ୍ୟାମେରା ଇତ୍ୟାଦି।

ଆହୁରି ପଢ଼ନ୍ତୁ

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

You might also like