ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ନୂଆଦିଲ୍ଲୀ: ବିଶ୍ୱର ବଡ଼ ସୋଶାଲ୍‌ ମିଡିଆ ପ୍ଲାଟ୍‌ପର୍ମ କୁହାଯାଉଥିବା ‘ଫେସ୍‌ବୁକ୍‌’ରେ ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏମିତି ଏକ ଫିଚର ଯାହାକୁ ୟୁଜର୍ସ ମାନେ ଅଧିକ ପସନ୍ଦ କରନ୍ତି।

ଏହି ଫିଚର ବନ୍ଦ ହେବା ଫଳରେ ଆପଣମାନଙ୍କ ପୋଷ୍ଟରେ ମିଳୁଥିବା ‘ଲାଇକ୍‌’ ସଂଖ୍ୟା ଆପଣମାନଙ୍କର ସାଙ୍ଗ ଓ ଅନ୍ୟ ୟୁଜର୍ସ ମାନେ ଆଉ ଦେଖିବାକୁ ପାଇବେ ନାହିଁ। କାହିଁକି ନା ଫେସୁବୁକ୍‌ ତା’ର ପ୍ଲାଟ୍‌ଫର୍ମରୁ ‘Like Count’ ହଟାଇବାକୁ ଯାଉଛି ବୋଲି ଜଣାପଡ଼ିଛି।

ଏଭଳି ହେବା ଫଳରେ ୟୁଜର୍ସମାନେ ଫଟୋ, ଭିଡିଓ ଓ କମେଣ୍ଟସ୍‌ରେ ଯେଉଁ ଲାଇକ୍‌ ଦେଉଥିଲେ ସେଥିରେ ସେମାନଙ୍କର ଇଚ୍ଛା କମିଯିବ। ଯାହାଦ୍ୱାରା ସେମାନଙ୍କର ଧ୍ୟାନ ଏସବୁରୁ ହଟି ପୋଷ୍ଟର କଣ୍ଟେଣ୍ଟ ଉପରେ ରହିବ।

ଯଦି ଆମେ ଲାଇକ୍‌ କାଉଣ୍ଟ୍‌ କଥା କହିବା ତେବେ ଏହା ଏକ ଏମିତି ଫିଚର ଯାହା ସମସ୍ତଙ୍କର ପସନ୍ଦ। ଦେଖାଯାଏ ଯେ ଫେସ୍‌ବୁକ୍‌ରେ ଫଟୋ ହେଉ କିମ୍ବା ଭିଡିଓ ଏପରିକି କିଛି ବି କଣ୍ଟେଣ୍ଟ୍‌ ପୋଷ୍ଟ କଲେ ଏଥିରେ କେତେ ଲାଇକ୍‌ ମିଳିଛି ଆମେ ସବୁବେଳେ ତାହା ଦେଖୁ। ଏହି ଫିଚର ଉପରେ ସମସ୍ତଙ୍କର ଫୋକସ୍‌ ରହିଥାଏ।

ଆହୁରି ପଢ଼ନ୍ତୁ

କରୋନା ମହାମାରୀ ବେଳେ ରେକର୍ଡ ଭାଙ୍ଗିଲା ସୁନା ଦର

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

You might also like