ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ୩୮୦ ଟଙ୍କା ବଢ଼ିବା ସହ ୨୨ କ୍ୟାରେଟ୍ ସୁନା ଦର ୩୭ ହଜାର ଟଙ୍କା ପାର୍‌ କରିଛି। ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ୩୭ ହଜାର ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଥିବା ଜଣାପଡ଼ିଛି।

ସେହିପରି ୨୪ କ୍ୟାରେଟ୍ ସୁନା ଦର ୪୦ ହଜାର ଟଙ୍କା ଟପି ସାରିଛି। ଚଳିତ ମାସ ପ୍ରଥମ ସପ୍ତାହରୁ ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି।

ଗତ ୧୪ରୁ ୧୭ ତାରିଖ ମଧ୍ୟରେ ସୁନା ଦର କିଛି ମାତ୍ରାରେ କମିଥିଲେ ମଧ୍ୟ ପୁଣି ଥରେ ଏହାର ଦର ବଢ଼ିଛି।

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଟ୍ରେଡ୍‌ ୱାର୍(ବାଣିଜ୍ୟକ ଯୁଦ୍ଧ)କୁ ନେଇ ବହୁ ମୂଲ୍ୟ ଧାତୁର ଦର ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

You might also like