ମାଲକାନଗିରି: ଖଇରିପୁଟ ମାଣ୍ଡିଆ ମଣ୍ଡିରୁ ୧୦୧୩ ବସ୍ତା ମାଣ୍ଡିଆ ଜବତ। ରଖା ଯାଇଥିବା ମାଣ୍ଡିଆର କେହି ମାଲିକାନା ଦାବି କରୁନଥିବାରୁ ମାଣ୍ଡିଆ ବସ୍ତା ଗୁଡ଼ିକ ଜବତ କରାଯାଇଛି। Edited By OTV Khabar Bureau | By Pranjna Parimita Last updated Feb 20, 2021 Share Share