ବାରିପଦା: ସାମାଜିକ ଦୂରତ୍ୱ ଭଙ୍ଗ ନେଇ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୈନିକ କଚେରି ପରିବା ମାର୍କେଟ୍ ବନ୍ଦ କଲେ ବ୍ୟବସାୟୀ, ପରିବା ବଜାର ସ୍ୱାଭିବକ କରିବାକୁ ଆଜି ବସିଥିବା ବୈଠକ ବିଫଳ, ପୁଲିସ୍ ଓ ବ୍ୟବସାୟୀଙ୍କ ମଧ୍ୟରେ ବସିଥିବା ବୈଠକରୁ ବାହାରିଲାନି ନିଷ୍କର୍ଷ Edited By OTV Khabar Bureau | By Abinash Pati On Apr 11, 2020 Share Share