ଢେଙ୍କାନାଳ: ଚତୁର୍ଥୀ ଦିନ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସଦର ଥାନା ବିଦ୍ୟାବନ୍ଧ ଗାଁରେ ନବବଧୂଙ୍କ ଶବ ଘର ଫ୍ୟାନରୁ ଉଦ୍ଧାର କରାଯାଇଛି। ଗତ ୧୭ ତାରିଖରେ ତାଙ୍କର ବାହାଘର ହୋଇଥିଲା।

You might also like