• ପୁରୀ: ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ ହେବ 
  • କରୋନା ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କରୋନା ମୃତ୍ୟୁର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ  ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ହୋଇଛି ମାମଲା 
  • ମାଲକାନଗିରି:ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନଙ୍କ ଏନ୍‌କାଉଣ୍ଟରରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ 
  • ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ଜୁଲାଇ-ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ବୋଲି କୁଳପତିମାନଙ୍କ  ବୈଠକରେ ନିଷ୍ପତ୍ତି 
  • କେନ୍ଦ୍ରାପଡ଼ା ରଥଯାତ୍ରା ପାଇଁ ସରକାର ଆନ୍ତରିକତା ଦେଖାନ୍ତୁ,  ସରକାର କୋଭିଡ଼ କଟକଣାରେ ରଥଯାତ୍ରା କରିବାକୁ ପ୍ରଚେଷ୍ଟା କରନ୍ତୁ- ବୈଜୟନ୍ତ ପଣ୍ଡା। 
  • ଭୁବନେଶ୍ୱର: ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିଲା ଅଲିମ୍ପିକ୍ ଟିକେଟ୍: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇଲେ ଲାକ୍ରା ଓ ରୋହିଦାସ।  
  • ଭୁବନେଶ୍ୱର: କମିଶନରେଟ ପୋଲିସ କବ୍ଜାରେ ବ୍ରାଉନସୁଗାର ଡିଲର: ୫୭୫ ଗ୍ରାମର ବ୍ରାଉନସୁଗାର ଜବତ; ନିଶା ବେପାରୀ ଗିରଫ 
  • ଭୁବନେଶ୍ୱର: କରୋନା ତୃତୀୟ ଲହର ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା-ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି 
  • ଭୁବନେଶ୍ୱର: NCTE ଅଧ୍ୟକ୍ଷଙ୍କୁ ଚିଠି ଲେଖି ୧୫ଟି ବିଏଡ୍ କଲେଜରେ ନାମଲେଖା ଲାଗି ଅନୁମତି ଦେବାକୁ କହିଲେ   ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର  
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ନିଷ୍ପତ୍ତି ବିରୋଧରେ କଂଗ୍ରେସର ଧାରଣା
  • ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩, ୮୦୬ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୩୭

Other Stories