କେନ୍ଦ୍ରାପଡ଼ା: ଅଳବାଙ୍କ ନିକଟରେ ପୋଲିସ୍‌ ଏନ୍‌କେଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲା ଆହତ, ବାମ ଗୋଡ଼ରେ ବାଜିଛି ଗୁଳି, ଲାଲା ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି

You might also like