JEE ଓ NEET ପ୍ରବେଶିକା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ: ସେପ୍ଟେମ୍ୱର ୧ରୁ ୬ ମଧ୍ୟରେ ହେବ ଜେଇଇ ମେନ ପରୀକ୍ଷା, ସେପ୍ଟେମ୍ୱର ୨୭ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, ସେପ୍ଟେମ୍ୱର ୧୩ରେ ହେବ ନିଟ୍‌ ପ୍ରବେଶିକା ପରୀକ୍ଷା

You might also like