JEE ଆଡଭାନ୍ସ ରେଜିଷ୍ଟ୍ରେସନ ଘୁଞ୍ଚାଇବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବାତ୍ୟା ଫୋନି ଯୋଗୁ ରାଜ୍ୟରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି, ୧୦ ଦିନ ଘୁଞ୍ଚାଇବାକୁ ଦାବି କଲେ

You might also like