ଅଗଷ୍ଟ ୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ହୋଇପାରନ୍ତି ଏନ୍‌ଡିଏ ପ୍ରାର୍ଥୀ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ଏନ୍‌ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରାଯିବ। ଏନେଇ ଏନ୍‌ଡିଏ ପକ୍ଷରୁ ଘୋଷଣା କରାଯାଇଛି। ଜୁନ୍‌ ମାସରେ ପି.ଜେ କୁରିଏନଙ୍କ ଅବସର ପରଠାରୁ ଏହି ପଦବୀ ଖାଲି ପଡିଛି।

ଅାସନ୍ତା ୯ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ତେଣୁ ଅଗଷ୍ଟ ୮ରେ ହରିବଂଶ ନାରାୟଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ୨୦୧୪ରୁ ହରିବଂଶ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ବିଜେଡିରୁ ସାଂସଦ ପ୍ରସନ୍ନ ଅାଚାର୍ଯ୍ୟଙ୍କ ନାଁ ଚର୍ଚ୍ଚା ହେଉଛି।

ରାଜ୍ୟସଭାରେ ଏନ୍‌ଡିଏ କିମ୍ବା ୟୁପିଏ ପକ୍ଷରୁ ସଂଖ୍ୟା ଗରିଷ୍ଠତା ନଥିବାରୁ ନିର୍ବାଚନ ହେବାର ସମ୍ଭାବନା ରହିଛି। ରାଜ୍ୟସଭାରେ ଏନ୍‌ଡିଏର ୧୧୫ଜଣ ସାଂସଦ ଥିବା ବେଳେ ୟୁପିଏର ୧୧୩ଜଣ ସାଂସଦ ରହିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଇଣ୍ଡିଆ

ଧାରା ୩୭୦ ଉଚ୍ଛେଦ; ଭାରତକୁ ଘେରିବାକୁ ପାକିସ୍ତାନର ପୁଣି ନୂଆ ପ୍ଲାନ୍

ଚିଦାମ୍ବରମଙ୍କ ସପକ୍ଷରେ ଏମିତି କହିଲେ ରାହୁଲ୍‌ ଗାନ୍ଧି

ସିନିୟରଙ୍କ ରାଗିଂ; ୧୫୦ରୁ ଅଧିକ ଜୁନିଅର ଛାତ୍ର ଲଣ୍ଡା ହୋଇ କଲେଜ ପରିକ୍ରମା କଲେ

ପ୍ରିୟଙ୍କା ଚୋପ୍ରାଙ୍କୁ ହଟାଇବାକୁ ପାକିସ୍ତାନର ପ୍ରୟାସ

ପୁଣି ଥରେ ଲୋକହସା ହେଲା ପାକିସ୍ତାନ; ଏଥର ଫ୍ରାନ୍ସ ଫେରାଇଦେଲା

ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନରେ ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି…

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

You might also like