CRPFର ଜଣେ ବରିଷ୍ଠ ଅଧିକାରୀଙ୍କୁ କରୋନା; ଦିଲ୍ଲୀ ମୁଖ୍ୟାଳୟ ସିଲ୍ ନିଷ୍ପତ୍ତି, କୌଣସି କର୍ମଚାରୀଙ୍କୁ ମୁଖ୍ୟାଳୟକୁ ନଛାଡ଼ିବାକୁ କୁହାଯାଇଛି, ସାନିଟାଇଜ୍ ହେବ, ସ୍ୱତନ୍ତ୍ର ଡିଜି ପାହ୍ୟାର ଅଧିକାରୀଙ୍କ ସହ ୪୦ କର୍ମଚାରୀ କ୍ୱାରେଣ୍ଟାନରେ ଗଲେ

You might also like