• translate
Minati Mishra
  • ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ବନ୍ଦିତାଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ଦେଲେ ସୋନିଆ ଗାନ୍ଧି
  • ବନ୍ଦିତାଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି
  • ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ
  • ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଜନନୀ । ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ପଢ଼ାଯିବ
  • ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି
  • ଏବର୍ଷ ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା
  • କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନୀତି କରିବେନି ଗଜପତି
  • ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରାପହଁରା ନୀତି
  • ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚିବଙ୍କ ସୂଚନା
  • ପୁରୀ: ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ
  • ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା- ସାଢ଼େ ୭ରୁ ଜଳଲାଗି ବ୍ୟବସ୍ଥା। ନବେ ଭାଗ ସେବାୟତ ଓ କର୍ମଚାରୀଙ୍କ RTPCR ରିପୋର୍ଟ ନେଗେଟିଭ
  • ଭୁବନେଶ୍ୱର:  ଟିକାକରଣ କେନ୍ଦ୍ରରେ ମୋଦିଙ୍କ ଫଟୋ ନଲାଗିବାକୁ ନାପସନ୍ଦ କଲେ ଅପରାଜିତା।
  • ଭୁବନେଶ୍ୱର:  କିଛି ରାଜ୍ୟରେ ୨୨ଟି ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି, ଏହା ଡେଲ୍ଟା ଭାଇରସର ଏକ ମ୍ୟୁଟେସନ୍ ବୋଲି କହିଲେ DMET
  • ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା: କେନ୍ଦ୍ରାପଡ଼ା ମାର୍ଶାଘାଇରେ ସର୍ବାଧିକ ୨୨୫ ମିମି ବର୍ଷା ରେକର୍ଡ। ଟ୍ୱିନ୍ ସିଟିରେ ବି ଲଗାଣ ବର୍ଷା; ଭୁବନେଶ୍ୱରରେ ୧୧୩.୨ ମିମି ବର୍ଷା 
  • ବାଲେଶ୍ୱର: ପୁଣି ଫଟୋ ବିବାଦ; କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗାନ୍ଧି ସ୍ମୃତି ଭବନ ଟିକା କେନ୍ଦ୍ରରେ ଉତ୍ତେଜନା
  • ଭୁବନେଶ୍ୱର: ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ 
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୫୬ କରୋନା ସଂକ୍ରମିତ ଚିହ୍ନଟ
  • ବାଲେଶ୍ୱର: ସୋର ସବ୍ ଜେଲ୍‌ର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

Other Stories