• ପ୍ରଦୀପ ମାଝୀଙ୍କ ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
  • ପ୍ରଦୀପଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ଜିଲ୍ଲାପାଳ, ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି, ନିଜ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲେ ବୋଲି କହିଛନ୍ତି ଜିଲ୍ଲାପାଳ
  • କାର୍ଯ୍ୟାଳୟରେ ସିକ୍ୟୁରିଟି ପଏଣ୍ଟ ନଥିବାରୁ ଟେଣ୍ଡର ବକ୍ସ ବାସଭବନକୁ ନେଇଥିଲେ ଏବଂ ଛୁଟିରେ ଯିବାର ଆବଶ୍ୟକତା ପଡ଼ିବାରୁ ଟେଣ୍ଡର ବକ୍ସ ଟ୍ରେଜେରୀରେ ରଖିଥିଲେ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ
  • ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ଏକାଠି ହେଲେ ବିରୋଧୀ ଦଳ ନେତା
  • ଏକାଠି ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି TMC ନେତା ଯଶୋବନ୍ତ ସିହ୍ନା, ଗୀତିକାର ଜାଭେଦ ଅଖତାର, RLD ସଭାପତି ଜୟନ୍ତ ଚୌଧୁରୀ, ନ୍ୟାସନାଲ କନଫରେନ୍ସର ଓମାର ଅବଦ୍ଦୁଲା ମଧ୍ୟ ବୈଠକରେ ସାମିଲ
  • ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନାରେ ଏକାଠି ହୋଇଥିବା ସମ୍ଭାବନା
  • ମିଜୋରାମ କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାଓ୍ବିଙ୍କ ନିଆରା ପୁରସ୍କାର ଘୋଷଣା
  • ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଦେବେ ଲକ୍ଷେ ଟଙ୍କା
  • ମିଜୋ ସଂପ୍ରଦାୟର ଲୋକଙ୍କ ସଂଖ୍ୟା କମି ଚାଲିଥିବାରୁ ଏଭଳି ପଦକ୍ଷେପ
  • ପୁରସ୍କାର ଟଙ୍କା ରବର୍ଟ ନିଜ ପୁଅ ନାଁରେ ଥିବା ଏକ କଂପାନୀରୁ ଭରଣା କରିବେ
  • ଅରୁଣାଚଳ ପ୍ରଦେଶ ପରେ ମିଜୋରାମ ଜନସଂଖ୍ୟା ଘନତ୍ୱରେ ଦ୍ୱିତୀୟ ସର୍ବନିମ୍ନ
  • ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ- ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ।
  • ଫୁଲବାଣୀ: ଗୋଚ୍ଛାପଡ଼ା ଥାନା କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ; ବହୁ ପରିମାଣର ମାରଣାସ୍ତ୍ର ଜବତ।
  • ଟୋକିଓ ଅଲିମ୍ପିକ୍ସ: ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଭାରତୀୟ ପୁରୁଷ ହକି ଦଳର ଭାଇସ୍ କ୍ୟାପଟେନ୍ ଦାୟିତ୍ୱ।
  • ଯାଜପୁର: ଯାଜପୁର ରୋଡ୍ ସବ୍‌ଜେଲରୁ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗତ ୧୩ ତାରିଖରେ ଏକ ଚୋରି ମାମଲାରେ ଗିରଫ ହୋଇଥିଲେ। ମୃତ ଅନ୍ତେବାସୀଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦରେ
  • ଭୁବନେଶ୍ୱର: କରୋନାର ୩ୟ ଲହର ଆସୁ କି ନ ଆସୁ, ଆମେ ଢ଼ିଲା ହେବା ନାହିଁ।  ମିଳିମିଶି କାମ କଲେ ପ୍ରଭାବ ପଡ଼ିବନି-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ପିପିଲି: କଣାସ ବ୍ଲକ ବଡ଼ାଲ ପଞ୍ଚାୟତର ବଡ଼ଓରା ଗାଁରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
  • ବ୍ରହ୍ମପୁର: ଟିକା କେନ୍ଦ୍ରରେ  ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଗିରିରୋଡ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ବିଜେପିର ପ୍ରତିବାଦ
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କରୋନା ରୋଗୀ ଚିହ୍ନଟ, ୩୮ ଆକ୍ରାନ୍ତଙ୍କ ମୃତ୍ୟୁ

Other Stories