• କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
  • ରାହାଣେ ଉପଅଧିନାୟକ, ଓ୍ୱିକେଟ କିପର ଭାବେ ପନ୍ତ ଓ ରିଦ୍ଧିମାନ ସାମିଲ
  • ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଅଶ୍ୱିନ, ଜାଡେଜା, ବୁମରାହ, ଇଶାନ୍ତ ଶର୍ମା, ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ ଦଳରେ ସାମିଲ
  • ମୃତଦେହ ମିଳିଥିବା ଅପରିଚିତ ମହିଳାଙ୍କ ପରିଚୟ ପାଇଁ ପୁଣି ପୋଷ୍ଟର ଜାରି
  • ପରିଚୟ ନମିଳିବାରୁ ମହିଳାଙ୍କ ପୋଷ୍ଟର ଜାରି କଲା ଚନ୍ଦକା ପୋଲିସ
  • କାମାକ୍ଷାନଗର, ଯାଜପୁର ରୋଡ୍, ଅନୁଗୁଳ ଓ ପରଜଙ୍ଗରେ ବି ପୋଷ୍ଟର ଜାରି
  • ୨୦୧୨ରେ ଗୋଠପାଟଣା ଆମ୍ବତୋଟାରେ ମୃତଦେହ ମିଳିଥିଲା
  • ୨୦୧୨ରେ ଅପମୃତ୍ୟୁ ଓ ୨୦୧୫ରେ ହତ୍ୟା ମାମଲା ରୁଜୁ ହୋଇଥିଲା
  • ରାୟଗଡ଼ା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ରେ ଅଗ୍ନିକାଣ୍ଡ
  • ଇଞ୍ଜିନରେ ଲାଗିଲା ନିଆଁ; ଅଗ୍ନିଶମ ବାହିନୀ ଦ୍ୱାର ଆୟତ୍ତ
  • ବିଶାଖାପାଟଣାରୁ ବକ୍ସାଇଟ୍ ବୋଝେଇ ଟ୍ରେନ୍ ଆସୁଥିବା ବେଳେ ଅଘଟଣ
  • ଉଦଳା: କପ୍ତିପଦା ଥାନା ବଡ଼ଝାଡ଼ ଗାଁରେ ବଡ଼ ବାପାକୁ ଅତି ନୃଶଂସ ଭାବେ କଚାଡ଼ି ମାରିଲା ପୁତୁରା
  • ନିଶାସକ୍ତ ଥିବା ପୁତୁରା କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲା
  • ପ୍ରତିବାଦ କରିବାରୁ ବଡ଼ବାପାକୁ ଉଠାଇ କଚାଡ଼ି ଦେଇଥିଲା ଅଭିଯୁକ୍ତ
  • ଘଟଣା ସ୍ଥଳରେ ବଡ଼ ବାପାର ମୃତ୍ୟୁ, ଅଭିଯୁକ୍ତ ପୁତୁରା ଥାନାରେ ଅଟକ
  • ହଜ୍ ଯାତ୍ରା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କ ଆବେଦନ ବାତିଲ୍‌ କଲା ହଜ୍ କମିଟି
  • ଏଥର କେବଳ ନିଜ ନାଗରିକଙ୍କୁ ଅନୁମତି ଦେଇଛି ସାଉଦି ଆରବ
  • ନିଜ ଦେଶର ମାତ୍ର ୧୪୪୨ ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ସାଉଦି ଆରବ
  • ବାହାର ଦେଶର ନାଗରିକଙ୍କୁ ଅନୁମତି ନଥିବାରୁ ବାତିଲ କଲା ହଜ୍ କମିଟି
  • ଟିକାକୁ ନେଇ କୌଣସି ପ୍ରକାର ଭ୍ରମ ବା ସନ୍ଦେହ ରହିବା ଉଚିତ ନୁହେଁ
  • ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍‌ଙ୍କ ପ୍ରତିକ୍ରିୟା
  • ଅନେକ ପରୀକ୍ଷା ନିରୀକ୍ଷା ତର୍ଜମା ପରେ ଟିକାକୁ ଲାଇସେନ୍ସ ଦିଆଯାଉଛି
  • ଲାଇସେନ୍ସ ଦେବା ବେଳେ ବୃହତ ଜନସଂଖ୍ୟାକୁ ଦେଖି ବିଚାର କରାଯାଏ
  • ଛୋଟ ମୋଟ ଖବରକୁ ନେଇ ଟିକା ଉପରେ ଭ୍ରମ ସୃଷ୍ଟି ନହେଉ
  • ଖୁବ୍ ଶୀଘ୍ର କରୋନା ବିରୋଧୀ ଅସ୍ତ୍ରରେ ଯୋଡ଼ିହେବ ନୋଭାଭାକ୍ସ
  • ନୋଭାଭାକ୍ସ ଟିକା ଅତିଶୀଘ୍ର ଉତ୍ପାଦନ ଆରମ୍ଭ ହେବ କହିଲେ ଡାକ୍ତର ପଲ୍
  • ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲଙ୍କ ସୂଚନା
  • ନୋଭାଭାକ୍ସ ସଂପର୍କରେ ଗତକାଲି ଭଲ ଖବର ଆସିଛି- ଡାକ୍ତର ପଲ୍
  • କ୍ଲିନିକାଲ ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ଅଛି, ଖୁବ୍ ଶୀଘ୍ର ଉତ୍ପାଦନ ଆରମ୍ଭ ହେବ
  • ନୀତିଗତ ନିଷ୍ପତ୍ତି ପରେ ନୋଭାଭାକ୍ସର ଉତ୍ପାଦନ ଆରମ୍ଭ ହେବ
  • ନୋଭାଭାକ୍ସ ଭାରତରେ ହିଁ ଉତ୍ପାଦନ ହେବ, ସେରମ ଉତ୍ପାଦନ କରିବ
  • ଆମ ଦେଶରେ ଉତ୍ପାଦନ ହେଉଥିବାରୁ ଏହା ଆମ ପାଇଁ ବହୁତ ଭଲ ଖବର
  • ଯାହା ଯେତିକି ଜଣାପଡ଼ିଛି ନୋଭାଭାକ୍ସ ସୁରକ୍ଷିତ ଏବଂ ଫଳପ୍ରଦ
  • କୋଭିଡ ଟିକା ନେବା ପରେ ପାର୍ଶ୍ୱପ୍ରତିକ୍ରିୟାରୁ ଦେଶରେ ପ୍ରଥମ ମୃତ୍ୟୁ
  • ପ୍ରଥମ ମୃତ୍ୟୁ ନେଇ ସୂଚନା ଦେଲେ କେନ୍ଦ୍ର AEFI ପ୍ୟାନେଲ
  • ମୃତକ ୬୮ ବର୍ଷର ବୃଦ୍ଧ, ମାର୍ଚ୍ଚ ୮ରେ ଟିକା ନେଇଥିଲେ
  • ଆନାଫାଇଲକ୍ସିସ୍ ବା ଭୀଷଣ ଆଲର୍ଜି ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ରିପୋର୍ଟ
  • ଟିକା ନେବାର ୩୦ ମିନିଟ ମଧ୍ୟରେ ଆଲର୍ଜି ସମ୍ଭାବନା ଥାଏ
  • ବଲାଙ୍ଗିର: ବନ୍ଧକ ରଖିଥିବା ଯୁବକ କାବୁ କଲା ବଲାଙ୍ଗିର ପୋଲିସ, ଘର ଭିତରେ ପଶି ଯୁବକକୁ କାବୁ କରାଗଲା । ୫ ଘଣ୍ଟାର ଅପରେସନ ପରେ ଯୁବକ କାବୁ ହେଲା, ଯୁବକକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ଏସ୍‌ପି ।
  • କାବୁ କଲା ବେଳେ ଦୁର୍ବୃତ୍ତ ବିକ୍ରମ ଫାୟାରିଂ କରିଥିବା ସୂଚନା, ବିକ୍ରମ ୨/୩ ରାଉଣ୍ଡ ଫାୟାରିଂ କରିଥିବା କହିଲେ ଏସ୍‌ପି
  • ନକଲି ଔଷଧ ପ୍ରସଙ୍ଗ: ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍
  • ଗଠନ ହେଲା କ୍ରାଇମବ୍ରାଞ୍ଚ STFର ଏକ ସ୍ୱତନ୍ତ୍ର ଟିମ୍, ସ୍ୱତନ୍ତ୍ର ଟିମ୍ ଗଠନ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା

Other Stories