• ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୪୭ ମୃତ
  • ନୂଆଦିଲ୍ଲୀ: ଆଜି ଦେଶରେ ଚିହ୍ନଟ ହେଲେ ୮୪ ହଜାର ୩୩୨ କରୋନା ପଜିଟିଭ , ଆଖି ବୁଜିଲେ ୪ ହଜାର ୨ ଆକ୍ରାନ୍ତ
  • କୁଚିଣ୍ଡା: ପିଶାଚ ବାପାର ନାରକୀୟ କାଣ୍ଡ; ଗୋଟିଏ ଝିଅକୁ ହାଣି ହତ୍ୟା, ଆଉ ୩ ଝିଅ ଓ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ
  • ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବ୍‌ଜାରେ ନକଲି ସେନାଧିକାରୀ
  • ଭୁବନେଶ୍ୱର:  UG/PG ପରୀକ୍ଷା କରିବାକୁ କୁଳପତି ସମ୍ମିଳନୀରେ ନିଷ୍ପତ୍ତି: ଏନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି
  • ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ SI ଓ ୨୪୪ କନଷ୍ଟେବଲ କମ୍ୟୁନିକେସନ ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, କିନ୍ନରମାନେ ଆବେଦନ କରିପାରିବେ
  • ଅନଲକ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା-  ୧୭ ପରେ ନିଷ୍ପତ୍ତି ନିଆଯିବ। ଗ୍ରାଜୁଆଲ ଅନଲକ୍‌ ଆରମ୍ଭ ହେବ
  • ଭୁବନେଶ୍ୱର: ଦେଶର ୭୦ ଓ ଓଡ଼ିଶାର ୩ ଜିଲ୍ଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ସେରୋ ସର୍ଭେ କରାଯିବ- ଡା. ସଂଘମିତ୍ରା ପତି
  • ଜୟପୁର: ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରୁ ୧ କୋଟିର ଗଂଜେଇ ଜବତ
  • ଜାମ୍ମୁ କାଶ୍ମୀର: ସୋପୋରରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ ସହିଦ୍ ହୋଇଥିବାବେଳେ ୨ ସାଧାରଣ ଲୋକଙ୍କ ମୃତ୍ୟୁ, ଅନ୍ୟ ୨ ପୋଲିସ କର୍ମୀ ଗୁରୁତର 

Other Stories