ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆଶ୍ୱସ୍ତି, ବାଲେଶ୍ୱର ସାଂସଦ ରବୀନ୍ଦ୍ରଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ, ଆଗୁଆ ଜାମିନ ମଂଜୁର ସହ ଏକ ସର୍ତ୍ତ ମଧ୍ୟ ରଖିଲେ ହାଇକୋର୍ଟ,ପୂର୍ବରୁ ରବୀନ୍ଦ୍ରଙ୍କୁ ହାଇକୋର୍ଟରୁ ମିଳିଥିଲା ଅନ୍ତରୀଣ ସୁରକ୍ଷା 

You might also like