ବିଜୁ ସମତାକ୍ରାନ୍ତି ଦଳରେ ଯୋଗଦେବା ନେଇ ଦାମୋଦର ରାଉତଙ୍କ ଘୋଷଣାର କେଇ ମିନିଟ ପରେ ପ୍ରକାଶ ମିଶ୍ର କହିଛନ୍ତି- ମୋ ସହ କେହି କଥାବାର୍ତ୍ତା କରିନାହାନ୍ତି, ରାଜନୀତିରେ ଯୋଗଦେବାର ମୋର କୌଣସି ଇଚ୍ଛା ନାହିଁ

You might also like