ନରେନ୍ଦ୍ର ମୋଦି ରିମୋଟ ସୁଇଚ୍ ଟିପି ନବୀନ ପଟ୍ଟନାୟକଙ୍କୁ ନିୟନ୍ତ୍ରଣ କରୁଛନ୍ତି, ସେଠି ଚୌକିଦାର ଚୋର ଓ ଏଠାରେ ଆହୁରି ବଡ଼ ଚୋର; ଚିଟ୍‌ଫଣ୍ଡ ଘୋଟାଲାରେ ନବୀନଙ୍କ ବହୁ ମନ୍ତ୍ରୀଙ୍କ ନାଁ ଆସିଲା, ସେଥିପାଇଁ ମୋଦି ସିବିଆଇ ରିମୋଟରେ ନବୀନଙ୍କୁ ଉଠବସ କରୁଛନ୍ତି: ରାହୁଲ ଗାନ୍ଧି 

You might also like