ଫୁଲବାଣୀ: ବ୍ରାହ୍ମଣୀଗାଁ ଘାଟିରେ ମିନି ଟ୍ରକ୍‌ ଓଲଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଅନେକ ଲୋକ ଆହତ ହୋଇଥିବା ସୂଚନା, ଗାଡ଼ିରେ ୪୦ ଲୋକ ବସିଥିବା ସୂଚନା, ୫୦ ଫୁଟ୍ ତଳକୁ ଖସିପଡ଼ିଥିଲା ଟ୍ରକ

You might also like