ବାରିପଦା: କରଞ୍ଜିଆ ପୁରୁଲିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମରେ ପାଚେରି ଭାଙ୍ଗି ପଶିଲେ ହାତୀ, ୨ଟି ଘର ଭାଙ୍ଗିଦେଲେ; ରୋଷେଇ ଘର କାନ୍ଥ ଭାଙ୍ଗି ଚାଉଳ ଓ ରୋଷେଇ ସାମଗ୍ରୀ ଖାଇଗଲେ 

You might also like