ଗୋଲଡେନ ବାବା ସହ ବହୁ ବିଜେଡି ନେତାଙ୍କ ସହ ସଂପର୍କ ରହିଛି, ଗୋଲଡେନ ବାବା-ନେତା ଲିଙ୍କର ତଦନ୍ତ କରାଯାଉ, ପୁରୀ ପାରା ଗୁଳିକାଣ୍ଡ ଅଭିଯୁକ୍ତ ବିଜୁ ଯୁବ ବାହିନୀ ସଦସ୍ୟ, ୨ଟି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ: ଇତୀଶ ପ୍ରଧାନ

You might also like