ଅନୁଗୋଳ: ଟଙ୍କା ଠକେଇ ଅଭିଯୋଗରେ ଘାନାର ନିକୋଲାସ୍ କରଜାଇ ଗିରଫ, ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ, ଶିଶୁଭବନ ଡାକ୍ତର ମଙ୍ଗଳ ଚରଣ ମୁର୍ମୁଙ୍କ ସହ ତାଙ୍କର ଜଣେ ସଂପର୍କୀୟଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ, ବୌଦ୍ଧରୁ ଟଙ୍କା ନେଇ ଯାଉଥିବା ବେଳେ ଅନୁଗୋଳ ଷ୍ଟେସନ୍‌ରୁ ଧରିଲା ପୁଲିସ

You might also like