କଟକରେ ଭସାଣ ଉତ୍ସବ ପାଇଁ ୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ, ୨ କମ୍ପାନୀ RAF, ଷ୍ଟ୍ରାଇକିଂ ଫୋର୍ସ, ସାଦା ପୋଷାକଧାରୀ ପୁଲିସ ରହିବେ, ଭସାଣ ହେଉଥିବା ମୁଖ୍ୟରାସ୍ତାରେ ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି: କଟକ ଡିସିପି 

You might also like